ନିଟ୍-ୟୁଜି ପୁନଃ ପରୀକ୍ଷା : ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍, ପ୍ରକ୍ସି ପ୍ରାର୍ଥୀଙ୍କୁ ରୋକିବାକୁ ମେଡିକାଲ ଛାତ୍ରଙ୍କ ଛୁଟି ବାତିଲ
ପରୀକ୍ଷାକୁ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷାର ଦିନକ ପୂର୍ବରୁ ଅର୍ଥାତ…
