ଦାଦନ ଯାଇ ପଙ୍ଗୁ ହୋଇ ଫେରିଲେ ଦୁଇ ଭାଇ , ବଲାଙ୍ଗୀରରୁ ହୃଦୟବିଦାରକ ଚିତ୍ର
ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା, ଦାଦନ ହୋଇ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ । ୫୦ହଜାର ଦେଇ କାମ ସାରିଦେଲା ଦାଦନ ଦଲାଲ, ସରକାରୀ ସହାୟତା…
ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା, ଦାଦନ ହୋଇ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ । ୫୦ହଜାର ଦେଇ କାମ ସାରିଦେଲା ଦାଦନ ଦଲାଲ, ସରକାରୀ ସହାୟତା…
ମହାପ୍ରଭୁଙ୍କ ଅଣସର ନୀତିର ଏକ ଅନନ୍ୟ ପରମ୍ପରା । ପ୍ରାଚୀ କ୍ଷେତ୍ର ନିଆଳିରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି ପବିତ୍ର ‘ଅଣସର ଭାର’ । ଶ୍ରୀଜିଉଙ୍କ ମାମୁଁ…
ସରକାରଙ୍କ କଥା କେହି ଶୁଣିଲେନି, ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଫି’ ମାଗୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ…
ଆଉ ଦିନ କେଇଟା ପରେ ରଥଯାତ୍ରା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପାରଳାଖେମୁଣ୍ଡି ରାଜଦାଣ୍ଡ ରଥ ଖଳାରେ ପ୍ରସ୍ତୁତ ହେଉଛି ତିନି ରଥ…
ବିଗ୍ରହ ନୁହେଁ, ଚାରିଟି ପଥର ପିଣ୍ଡି । ତଥାପି ପ୍ରତିଦିନ ଲାଗି ରହିଛି ପୂଜାର୍ଚ୍ଚନା, ଭୋଗ ଓ ଭକ୍ତଙ୍କ ସମାଗମ । ଜଗନ୍ନାଥ ସଂସ୍କୃତିର ଏମିତି ଏକ…
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ…
ରୋଜଗାର ଆଶାରେ ଯାଇଥିଲେ ବନ୍ୟା ପାଣିରେ ଭାସି ଗଲେ । ଗୁଜୁରାଟର ସୁରତର ଲଗାଣ ବର୍ଷାର ଓଡ଼ିଆ ଶ୍ରମିକ ଭାସି ଯାଇଛନ୍ତି । ଗୁଜରାଟର ସୁରତ ସହରରେ…
୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଲା ରାସ୍ତା, ହେଲେ ମାସେ ନପୂରୁଣୁ ଦେଖାଦେଲା ଫାଟ । କେଉଁଠି ଧସିଗଲା ରାସ୍ତା, ତ ଆଉ କେଉଁଠି ଉଠିଗଲା…
କବିସୂର୍ଯନଗର ଜରଡ଼ ଗାଁରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣା । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଲ୍ଲିକୋଟ ବନ ବିଭାଗ ।…
ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ଶ୍ରୀ ଅଲାରନାଥ ପୀଠ । ଅଣସର ଦର୍ଶନର ଏକାଦଶ ଦିନରେ ମଧ୍ୟ ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା…
ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ ଗୋରୁ ଚାଲାଣ ଉପରେ ଆକ୍ସନ୍ । ଗୋରୁ ବୋଝେଇ ୩ଟି ପିକଅପ୍ ଗାଡ଼ିକୁ ଅଟକାଇଲା ବଜରଙ୍ଗଦଳ । ଗାଡ଼ିରୁ ୨୦ଟି ଗୋରୁ ଜବତ…
ସରକାର ବଦଳିଲା ହେଲେ ବଦଳିଲାନି ଶିକ୍ଷାବ୍ୟବସ୍ଥା । କୋରାପୁଟ ଲକ୍ଷ୍ମୀପୁର ଚାରଡ଼ା ଆଶ୍ରମ ବିଦ୍ୟାଳୟରେ ୨୦୦ ପିଲାଙ୍କୁ ଦୁଇଜଣ ଶିକ୍ଷକ । ପାଠ ପଢ଼ାଉଛନ୍ତି ମାଟ୍ରନ, ଶିକ୍ଷାନୀତି…
ପୋଖରୀରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ରତିପାଲି କନିଆ ଡବରୀ…
ଦୟାନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ଛାୟା ଖେଳିଯାଇଛି…
ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ ନୀତି…