ମ୍ୟାଚ ଦେଖିଲେ ସମସ୍ତେ ହେଲେ ହୃଦୟ ଜିତିଲେ ଜାପାନର ପ୍ରଶଂସକ । ଷ୍ଡାଡିୟମ ସଫା କରି ହୃଦୟ ଜିତିଛନ୍ତି । ଫିପା ବିଶ୍ବକପରେ ଜାପାନ ପ୍ରଂଶସକ ଷ୍ଟାଡିୟମ ସଫା କରିବାର ଭିଡିଓ ଏବେ ଭାଇରାଲ ହେଉଛି ।

ମ୍ୟାଚ ଦେଖିଲେ ସମସ୍ତେ ହେଲେ ହୃଦୟ ଜିତିଲେ ଜାପାନର ପ୍ରଶଂସକ । ଷ୍ଡାଡିୟମ ସଫା କରି ହୃଦୟ ଜିତିଛନ୍ତି । ଫିପା ବିଶ୍ବକପରେ ଜାପାନ ପ୍ରଂଶସକ ଷ୍ଟାଡିୟମ ସଫା କରିବାର ଭିଡିଓ ଏବେ ଭାଇରାଲ ହେଉଛି । ରବିବାର ରାତି ମ୍ୟାଚରେ ଜାପାନ ୨-୨ ଗୋଲରେ ମ୍ୟାଚ ଡ୍ର ରହିଥିଲା । ମ୍ୟାଚ ସରିବା ପରେ ଷ୍ଟାଡିୟମ ଛାଡ଼ି ନଥିଲେ ପ୍ରଶଂସକ । ନୀଳ ରଙ୍ଗର ଏକ ଜରିରେ ଷ୍ଟାଡିୟମରେ ପଡ଼ି ରହିଥିବଲା ଅଳିଆ ଗୋଟାଇ ସଫା କରିଥିଲେ । ଏହି ଭଲ କାମ ପାଇଁ ଫିପା ମଧ୍ୟ ଜାପାନର ଏହି ଦର୍ଶକଙ୍କୁ ପ୍ରଂଶସା କରିଛି । ପୂର୍ବରୁ ମଧ୍ୟ ଅଲିମ୍ପିକ୍ସ, ବିଶ୍ବକପ ସହ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏହି ଭଳି ସଫେଇ କାମ କରିଛନ୍ତି । ଏହି ସାମୁରାଇ ବ୍ଲୁ ପ୍ରଂଶସକ ୧୯୮୮ରେ ଫ୍ରାନ୍ଶରେ ଆୟୋଜିତ ବିଶ୍ବକପରେ ଏଭଳି ମହାନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ସେମାନଙ୍କ ପାଇଁ ଏକ ପରମ୍ପରାରେ ପରିଣତ ହେଲାଣି ।
