ବୁଲେଟ୍ ରଖି ମୁଣ୍ଡଳିରେ ମହାନଦୀକୁ ଡେଇଁଲେ ଯୁବକ

ବ୍ରିଜ୍ ଉପରେ ବୁଲେଟ, ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣଙ୍କ ବାଙ୍କୀ ଅଞ୍ଚଳର କୃଷ୍ଣପୁର ଗ୍ରାମର ଟୁକୁନା ସାହୁ  ବୋଲି ସୂଚନା ମଳିଛି ।  ଘଟଣା ସ୍ଥଳରେ ବାରଙ୍ଗ ପୁଲିସ ଓ ଅଗ୍ନିଶମ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।

କଟକ ମୁଣ୍ଡଳୀରେ ମହାନଦୀକୁ ଡେଇଁଲେ ଯୁବକ । ବ୍ରିଜ୍ ଉପରେ ବୁଲେଟ, ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣଙ୍କ ବାଙ୍କୀ ଅଞ୍ଚଳର କୃଷ୍ଣପୁର ଗ୍ରାମର ଟୁକୁନା ସାହୁ  ବୋଲି ସୂଚନା ମଳିଛି ।  ଘଟଣା ସ୍ଥଳରେ ବାରଙ୍ଗ ପୁଲିସ ଓ ଅଗ୍ନିଶମ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *