କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ବିଭିନ୍ନ ନଦୀ । ବିଶେଷକରି ମୁଡ୍ର।ନଦୀର ଉପରମୁଣ୍ଡରେ ଗତକାଲିଠାରୁ ପ୍ରବଳ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳରେ ଜମିଛି ବର୍ଷାଜଳ।ନଦୀର ପାଣି ଚାଷଜମିକୁ ପ୍ରବେଶ କରିବାରୁ ଅନେକ ଚାଷଜମି ଜଳମଗ୍ନ ହୋଇଛି ।
କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ବିଭିନ୍ନ ନଦୀ । ବିଶେଷକରି ମୁଡ୍ର।ନଦୀର ଉପରମୁଣ୍ଡରେ ଗତକାଲିଠାରୁ ପ୍ରବଳ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳରେ ଜମିଛି ବର୍ଷାଜଳ।ନଦୀର ପାଣି ଚାଷଜମିକୁ ପ୍ରବେଶ କରିବାରୁ ଅନେକ ଚାଷଜମି ଜଳମଗ୍ନ ହୋଇଛି । ଫଳରେ ଚାଷ ନଷ୍ଟ ହେବା ଆଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।କୋକସରା ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ନଦୀ ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନଜର ରହିଛି ।

