କଠୁଆ CISF କ୍ୟାମ୍ପରେ ବଡ଼ ଅଘଟଣ! ସାଥୀ ଯବାନଙ୍କ ଗୁଳିରେ ୪ ମୃତ

ଜମ୍ମୁ ଓ କାଶ୍ମୀରରେ ବଡ଼ ଅଘଟଣ । କଠୁଆ ସ୍ଥିତ ସିଆଇଏସ୍‌ଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ । ସାଥି ଯବାନଙ୍କ ଗୁଳି କଲେ ଜଣେ ହେଡ୍‌ କନଷ୍ଟେବଳ । ଏଥିରେ ୪ ଜଣ ସିଆଇଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି ।

ଜମ୍ମୁ ଓ କାଶ୍ମୀରରେ ବଡ଼ ଅଘଟଣ । କଠୁଆ ସ୍ଥିତ ସିଆଇଏସ୍‌ଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ । ସାଥି ଯବାନଙ୍କ ଗୁଳି କଲେ ଜଣେ ହେଡ୍‌ କନଷ୍ଟେବଳ । ଏଥିରେ ୪ ଜଣ ସିଆଇଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି । ସିୱା-୨ ହାଇଡ୍ରୋଲିକ ପ୍ରୋଜେକ୍ଟରେ ମୁତୟନ ୨୦୦୯ ବ୍ୟାଚ୍ ହେଡ କନଷ୍ଟେବଳ ବଚସା ପରେ ଉତକ୍ଷିପ୍ତ ହୋଇ ସାଥି ଯବାନଙ୍କୁ ଗୁଳି କରିଥିଲେ । ଆଜି ସନ୍ଧ୍ୟା ୭ଟା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କୁ ପୁଲିସକୁ ହସ୍ତାନ୍ତର ପରେ ତାଙ୍କୁ ଗିରଫ କରାଯାଇଛି । ଘଟଣାର ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ କରିଛି ସିଆଇଏସ୍‌ଏଫ୍ ।

Leave a Reply

Your email address will not be published. Required fields are marked *