ସଲମାନଙ୍କ ‘ବଡିଗାର୍ଡ’ କପି କଲା ପାକିସ୍ତାନୀ ଡ୍ରାମା ‘ମୁହାଫିଜ’? ଟ୍ରୋଲ୍ କରୁଛନ୍ତି ଫ୍ୟାନ୍ସ Sinhanada NewsAugust 14, 2026August 14, 2026 ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଡ୍ରାମା । ନୂଆ ଟିଭି ସୋ’ ‘ମୁହାଫିଜ’କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲିଂ । ଦର୍ଶକଙ୍କ ଅଭିଯୋଗ, ପାକିସ୍ତାନୀ ଡ୍ରାମାର କାହାଣୀ ଓ ଅନେକ ସିନ୍ ୨୦୧୧ର ସଲମାନ ଖାନ-କରିନା କପୁର ଷ୍ଟାରର୍ ହିଟ୍ ଫିଲ୍ମ ‘ବଡିଗାର୍ଡ’ ସହ ମେଳ ଖାଉଛି ।
ଇରାନର ମିସାଇଲ୍ ଶକ୍ତି ଉପରେ ନେଇ ବିଶ୍ୱର ନଜର, ଆମେରିକା ପାଇଁ ବଡ଼ ଚ୍ୟାଲେଞ୍ଜ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନର ମିସାଇଲ୍ କ୍ଷମତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଆମେରିକାର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା…
ଘରେ ପଶିଲା ଦନ୍ତା ହାତୀ, ଘର ଭାଙ୍ଗି ଖାଇଲା ଧାନ ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରୁପ। ଆଜି ଭୋର ସମୟରେ ପମ୍ପାସର ସେକ୍ସନ ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ…
ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ : ହାତୀ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଗତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ସହର ଭିତରେ ପଶି ବୁଲୁଥିବା ଦେଖାଯାଇଥିଲା। ଝାଡ଼ଖଣ୍ଡ ପଟୁ ଆସି ଗୋଧୂଳି ଦେଇ ଚମ୍ପୁଆସହରକୁ ପ୍ରବେଶ କରିଥିଲା ଗତ…