ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍ର ଛାନ୍ଭିନ୍ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ ।
ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍ର ଛାନ୍ଭିନ୍ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା ପରେ ଫୋର୍ସ ମୁତୟନ ହୋଇଛନ୍ତି ।

