ଫଟୋରେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଥିଲେ। ପରିବେଶ ସୁରକ୍ଷା ସଂପର୍କିତ ଏହି ତିନିଦିନିଆ ସମ୍ମିଳନୀ ଆସନ୍ତାକାଲି ଶେଷ ହେବ। କାର୍ଯ୍ୟକ୍ରମର ଦ୍ବିତୀୟ ଦିନର ଦୃଶ୍ୟ ଫଟୋ ମାଧ୍ୟମରେ ଏଠାରେ ଉପସ୍ଥାପିତ କରାଯାଉଛି।

କେ.ଏସ୍‌ ପ୍ରଦୀପ: ଆମେ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ। ନୂଆ ନୂଆ ଟେକ୍ନୋଲୋଜି ଏବଂ ଜଳପଥ ଆସୁଛି। ପ୍ରଥମେ ଆମର ବିଭିନ୍ନ ରାଜସ୍ୱ ମେକାନିଜିମ୍ ଅଛି। ପୋଷ୍ଟାଲ୍ ରୋଡ୍, ରେଭିନ୍ୟୁ ଓ ଅନ୍ୟାନ୍ୟ ଜିନିଷଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ସରକାର ନିରନ୍ତର ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *