ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା , OSRTC-CRUTର ବଡ଼ ପଦକ୍ଷେପ

ଆସନ୍ତାକାଲି ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଲାଗି OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ । ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ ।

ଆସନ୍ତାକାଲି ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଲାଗି OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ । ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଯେପରି ଯାତାୟାତରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରତି ଜିଲ୍ଲାରେ RTO ୱାରୀ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି । ଏହାସହ ସହାୟତା ନମ୍ବର ବି ଜାରି କରାଯାଇଛି । ବିଭିନ୍ନ କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି । 

Leave a Reply

Your email address will not be published. Required fields are marked *