ବିଚ୍ ରାସ୍ତାରେ ମହିଳାଙ୍କୁ ଆକ୍ରମଣ , ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ । କୌଣସି ଘଟଣାକୁ ନେଇ କଥା କଟାକଟି ପରେ ଜଣେ ବ୍ୟକ୍ତି ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି ।

ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ । କୌଣସି ଘଟଣାକୁ ନେଇ କଥା କଟାକଟି ପରେ ଜଣେ ବ୍ୟକ୍ତି ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି । ଭିଡିଓଟି ସୁନ୍ଦରଗଡ଼ ତଳସରା ଅଞ୍ଚଳର ବୋଲି ସୂଚନା ମିଳିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ପୁଣି ମହିଳା ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଭାଇରାଲ୍ ଭିଡିଓ ଆଧାରରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବାକୁ ଦାବି ହୋଇଛି । 

Leave a Reply

Your email address will not be published. Required fields are marked *