ଧାରଣାରେ ବ୍ୟାଙ୍କ କର୍ମଚାରୀ, ଆଜିଠାରୁ ଆଗାମୀ ୫ ଦିନ ବ୍ୟାଙ୍କ ବନ୍ଦ

ଆଜି ସାରା ଓଡ଼ିଶାରେ ବ୍ୟାଙ୍କ୍ ସେବା ପ୍ରଭାବିତ ହେଉଛି। ଏଥିପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।୫ ଦିନ କାର୍ୟ୍ୟ ସପ୍ତାହ, ପିଏଲ୍‌ଆଇ ସ୍କିମ୍‌ର ସମୀକ୍ଷା ଦାବିରେ ଧର୍ମଘଟ।କଟକ ସହର ରେ ସବୁ ବ୍ୟାଙ୍କ୍ ରେ ଆଜି କର୍ମଚାରୀ ମାନେ ଧାରଣା ଦେଇଛନ୍ତି। ଆଜି କେବଳ ଗୋଟିଏ ଦିନ ଧାରଣା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଆଗମୀ ଚାରି ଦିନ ସରକାରୀ ଛୁଟି ଥିବାରୁ ବ୍ୟାଙ୍କ୍ ବନ୍ଦ ରହିଛି।

 ଧାରଣାରେ ବ୍ୟାଙ୍କ୍ କର୍ମଚାରୀ। ଆଜି ସାରା ଓଡ଼ିଶାରେ ବ୍ୟାଙ୍କ୍ ସେବା ପ୍ରଭାବିତ ହେଉଛି। ଏଥିପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।୫ ଦିନ କାର୍ୟ୍ୟ ସପ୍ତାହ, ପିଏଲ୍‌ଆଇ ସ୍କିମ୍‌ର ସମୀକ୍ଷା ଦାବିରେ ଧର୍ମଘଟ।କଟକ ସହର ରେ ସବୁ ବ୍ୟାଙ୍କ୍ ରେ ଆଜି କର୍ମଚାରୀ ମାନେ ଧାରଣା ଦେଇଛନ୍ତି। ଆଜି କେବଳ ଗୋଟିଏ ଦିନ ଧାରଣା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଆଗମୀ ଚାରି ଦିନ ସରକାରୀ ଛୁଟି ଥିବାରୁ ବ୍ୟାଙ୍କ୍ ବନ୍ଦ ରହିଛି।

ଧାରଣାରେ ବ୍ୟାଙ୍କ କର୍ମଚାରୀ, କାମ ଠପ୍‌
ଆଜିଠୁ ୫ ଦିନ ବ୍ୟାପୀ ସମସ୍ତ ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ
ସାରା ରାଜ୍ୟରେ ବ୍ୟାଙ୍କ ସେବା ଭୀଷଣ ପ୍ରଭାବିତ
୫ ଦିନ କାର୍ୟ୍ୟ ସପ୍ତାହ, ପିଏଲ୍‌ଆଇ ସ୍କିମ୍‌ର ସମୀକ୍ଷା ଆଦି ୪ ଦଫା ଦାବି
ଆଜିଠୁ ମଙ୍ଗଳବାର ଯାଏଁ ବ୍ୟାଙ୍କ କାରବାର ବନ୍ଦ
ଆସନ୍ତାକାଲି ଦ୍ବିତୀୟ ଶନିବାର, ତା’ପରେ ରବିବାର ବ୍ୟାଙ୍କ ବନ୍ଦ
ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ପାଇଁ ସରକାରୀ ଛୁଟି
୫ ଦିନ ବ୍ୟାଙ୍କ ବନ୍ଦ ପାଇଁ ସାଧାରଣ ଜନତା ହନ୍ତସନ୍ତ

Leave a Reply

Your email address will not be published. Required fields are marked *