ଡେନିଜ୍‌ଙ୍କ ଡବଲ୍‌, ଜର୍ମାନୀ ନକ୍‌ଆଉଟ୍‌ରେ

ପ୍ରଥମାର୍ଦ୍ଧରେ ଉଭୟ ଦଳ ଆଉ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ଅପେକ୍ଷାକୃତ ଉନ୍ନତ ଖେଳିଥିଲା। ଫଳରେ ଦଳକୁ ୬୮ତମ ମିନିଟ୍‌ରେ ଏହାର ସୁଫଳ ମିଳିଥିଲା।…

ତେଲେଙ୍ଗାନାରେ ବଡ଼ ଦୁର୍ଘଟଣା ଟଳିଲା : ୪୧ ଯାତ୍ରୀ ସୁରକ୍ଷିତ

ତେଲେଙ୍ଗାନାରେ କରିମନଗର ଜିଲ୍ଲାରେ ରବିବାର ଏକ ଇଲେକ୍ଟ୍ରିକ୍ ବସ୍ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କରିମନଗର ଜିଲ୍ଲାର ଆଲୁଗୁନୁରରେ ଆତଙ୍କ ଖେଳିଗଲା…

କେବେ ରାଗ, କେବେ ପ୍ରେମ : ପୁଣି ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ୍ ; କହିଲେ ‘ମୋ ସାଙ୍ଗ ଜଣେ ମହାନ ନେତା’

ଫ୍ରାନ୍ସରେ ଆୟୋଜିତ ଜି-୭ ସମିଟ୍‌ରୁ ଫେରିବା ପରେ ଟ୍ରମ୍ପ ‘ଏକ୍ସିଓସ୍’ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ଅନ୍ୟତମ ମହାନ…

ଫିଫା ବିଶ୍ବକପ୍‌: ରୁମ୍‌ଙ୍କ ଚମକରେ କ୍ୟୁରସାଓକୁ ଐତିହାସିକ ପଏଣ୍ଟ୍‌

୧୯୬୬ରେ ଆମେରିକା ଗୋଲି ଟିମ୍‌ ହାୱାର୍ଡ ଏହି ସଫଳତା ବେଲ୍‌ଜିୟମ୍‌ ବିପକ୍ଷରେ ପାଇଥିଲେ। ରୁମ୍‌ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଗତ ନଭେମ୍ବରରେ ଜାମାଇକା ବିପକ୍ଷରେ ତାଙ୍କ ଦଳ…

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ: ସାମିଲ ‌ହେଲ ମୁଖ୍ୟମନ୍ତ୍ରୀ, କୋଲକାତାରୁ ଲାଇଭ୍‌ରେ ଯୋଡ଼ିହେଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ…

ଏନଇଇଟି ପରୀକ୍ଷା : ଦିଲ୍ଲୀ ବିମାନବନ୍ଦରରେ ୪୫ ମିନିଟ୍ ଅଟକି ରହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ରବିବାର ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି। ଏନଇଇଟି ପରୀକ୍ଷା ଯୋଗୁଁ ଟ୍ରାଫିକ୍ ବ୍ୟାଘାତ ଆଶଙ୍କା କରି ସେ…

ସୂର୍ଯ୍ୟବଂଶୀଙ୍କ ୧୧ ବଲ୍‌ରୁ ଅର୍ଦ୍ଧଶତକ: ଲିଷ୍ଟ୍‌-ଏ’ରେ ଦ୍ରୁତତମ

ପ୍ରଥମ ବ୍ୟାଟିଂ କରିଥିବା ଭାରତ-ଏ’ର ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ଏହି ବିଶ୍ବ ରେକର୍ଡ ତଥା ନିଜର ପ୍ରଥମ ଲିଷ୍ଟ୍‌-ଏ’ ଅର୍ଦ୍ଧଶତକ ବାମହାତୀ ଦ୍ରୁତବୋଲର ଦୁଲାଜ ସମୁଦିତାଙ୍କୁ ଛକା…

ସହିପାରିଲେନି ପୁଲିସର ନିର୍ଯାତନା ; ଥାନା ଆଗରେ ଜୀବନ ହାରିଲେ ଯୁବକ

ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା। ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ…

ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଡାକନ୍ତୁ ସରକାର : ଭକ୍ତ ଦାସ

ଜଗନ୍ନାଥ ଭୂମିରେ ଜଣେ ଯୁବତୀଙ୍କୁ ପୋଷାକ ଚିରି ଉଲଂଗ୍ନ କରିବାକୁ ଉଦ୍ୟମ କରିବା ଘଟଣା ଠାରୁ ଲଜ୍ଜା ଏବଂ ଦୁଃଖ କିଛି ହୋଇନପାରେ । ଆଜି ଓଡ଼ିଶାରେ…

ଫିଫା ବିଶ୍ବକପ୍‌ର ୧୦୦୦ତମ ମ୍ୟାଚ୍‌; ଜାପାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଏହି୧୦୦୦ତମ ମାଇଲ୍‌ଖୁଣ୍ଟ ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ କେଇତୋ ନାକାମୁରାଙ୍କ ପାସ୍‌କୁ ଡାଇଚି କାମାଡ଼ା ଗୋଲ୍‌ରେ ପରିଣତ କରି ଜାପାନକୁ ଆଗରେ ରଖିଥିଲେ। ଫିଫା ବିଶ୍ବକପ୍‌ର ୧୦୦୦ତମ ମ୍ୟାଚ୍‌…

ସ୍ଲିପ୍ ପାରାଲିସିସ୍ କ’ଣ ? କାହିଁକି ନିଦ ଭାଙ୍ଗିଲା ପରେ ମଧ୍ୟ ହଲିପାରେନି ଶରୀର ?

ରାତି ଅଧରେ ଆମର ଯେତେବେଳେ ହଠାତ ନିଦ ଭାଙ୍ଗିଯାଏ ସେତେବେଳେ ଆମ ଶରୀରର ମାଂସପେଶୀ ଶିଥିଳ ଅବସ୍ଥାରେ ରହିଥାଏ । ତେଣୁ ଶରୀରକୁ ଜାଗ୍ରତ ହେବାକୁ କିଛି…

ପୁଅର ନିଶା ପାଇଁ ଗଲା ବାପା-ମାଆଙ୍କ ଜୀବନ; ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି

ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଦମ୍ପତି ହେଲେ ଅନାମ ମିଶ୍ର…

ଗୋଟିଏ ଦିନରେ ଦୁଇଟି ପରୀକ୍ଷା ; ଦ୍ୱନ୍ଦ୍ୱରେ ହଜାର ହଜାର ଆଶାୟୀ

ରାଜ୍ୟରେ ସରକାରୀ ଚାକିରି ଏବଂ ଶିକ୍ଷକତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍…

ମହିଳା ନେସନ୍ସ କପ୍‌ ଜିତିଲା ଭାରତ: ସୁନେଲିତାଙ୍କ ଗୋଲ୍‌ରେ ନ୍ୟୁଜିଲାଣ୍ଡ ହାରିଲା

ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଭ୍ରମଣକାରୀ ଦଳ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ନବନୀତ କୌର ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥି‌ଲେ। ନ୍ୟୁଜିଲାଣ୍ଡରେ…

ବଣ୍ଡା ଜନଜାତିଙ୍କ ହେକ୍ଟର ହେକ୍ଟର ଜମି ହଡ଼ପ ; ସାହୁକାର ବର୍ଗର ଲୋକେ ହଡ଼ପ କରିଥିବା ଅଭିଯୋଗ

ମାଲକାନଗିରି ଖଇରପୁଟ ବ୍ଲକ ଅଧୀନରେ ବସବାସ କରୁଥିବା ବଣ୍ଡା ଜନଜାତିଙ୍କ ପ୍ରାୟ ୨୭ ଏକର ଜମିକୁ ପାଖ ଗାଁର ସାହୁକାର ବର୍ଗର ଲୋକେ ହଡପ କରି ନେଇଥିବା…