୧୧ କେଭି ତାର ଲାଗି ଯୁବକ ଗୁରୁତର! ଘର ଛପର ଉପରେ ଘଟିଲା ଅଘଟଣ

୧୧ କେଭି ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର। ଘରର ଟିଣ ଛପର ଉପରେ ଚଢ଼ିଥିବା ବେଳେ ଘଟିଲା ଅଘଟଣ । ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟୁତ…

ବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା! ୫ ଗଛରେ ପିଟି ରାସ୍ତା ତଳକୁ ଖସିଲା ହାଇୱା

ବାଙ୍କୀ କଇଁମୁଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଭାରସାମ୍ୟ ହରାଇ ପ୍ରଥମେ ପାଞ୍ଚୋଟି ଗଛ ରେ ପିଟି ହେବା ପରେ ରାସ୍ତା ତଳକୁ ଖସିପଡ଼ିଲା…

କଟକରେ ଚାଞ୍ଚଲ୍ୟ! ଘରୋଇ କଲେଜରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକରେ ଘରୋଇ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ଝୁଲନ୍ତା ଅବସ୍ଥାରେ ମିଳିଲା ୧୭ ବର୍ଷୀୟ ଛାତ୍ରଙ୍କ ମୃତଦେ ହ। ଘଟଣାକୁ ନେଇ ଏବେ ଅନେକ…

ସତ୍ୟ ନିକେତନ ଟ୍ରାଜେଡି ପରେ ବଡ଼ ପଦକ୍ଷେପ! ଦିଲ୍ଲୀରେ PG ପାଇଁ ନୂଆ ନିୟମ

ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଭଡ଼ା ଓ ରହଣି ବ୍ୟବସ୍ଥାକୁ ନେଇ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ସତ୍ୟ ନିକେତନରେ PG ଥିବା ଏକ କୋଠା ଭୁଶୁଡ଼ି…

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଡିଜିଟାଲ୍ ଆରେଷ୍ଟ ସିଣ୍ଡିକେଟ୍ ଉପରେ ଦେଶବ୍ୟାପୀ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଅପରେସନ୍ ଚକ୍ର-୬ ଅନ୍ତର୍ଗତ ତିନୋଟି ପ୍ରମୁଖ ମାମଲାରେ ୨୦ଟି ରାଜ୍ୟର ୮୯ଟି ସ୍ଥାନରେ ଚଢ଼ଉ କରିଛି। ଏଜେନ୍ସି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି। ସିବିଆଇ କହିଛି ଯେ, ସୁପ୍ରିମକୋର୍ଟ ଏପରି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଓ ସେମାନଙ୍କୁ ସହାୟତା କରୁଥିବା ବ୍ୟାପକ ନେଟୱାର୍କ ବିରୋଧରେ ମିଳିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରୁ ଡିଜିଟାଲ ଆରେଷ୍ଟ ସହିତ ଜଡିତ ଅନେକ ମାମଲାରେ ସିବିଆଇ ନିଜ ହସ୍ତକ୍ଷେପ କରିଛି। ସଦ୍ୟତମ ଅଭିଯାନରେ ଅନ୍ତର୍ଭୁକ୍ତ ତିନୋଟି ମାମଲାରେ ପୀଡିତମାନଙ୍କୁ ଗୋଟିଏରୁ ତିନି ମାସ ପର୍ୟ୍ୟନ୍ତ ଡିଜିଟାଲ ଗିରଫଦାରୀରେ ରଖାଯାଇଥିଲା ଓ ସାମୂହିକ ଭାବରେ ୪୨.୩୬ କୋଟି ଟଙ୍କା ଠକେଇ କରାଯାଇଥିଲା।

ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିଟ୍ସ ପିଲାନି ସହିତ ଜଡିତ, ଯେଉଁଠାରେ ଜଣେ ପୀଡିତଙ୍କୁ ତିନି ମାସ ପାଇଁ ଡିଜିଟାଲ ଆରେଷ୍ଟ କରାଯାଇଥିଲା ଏବଂ ଠକମାନେ ନିଜକୁ…

ଡିଜିଟାଲ ଆରେଷ୍ଟ ମାମଲାରେ ୨୦ ରାଜ୍ୟର ୮୯ଟି ସ୍ଥାନରେ ସିବିଆଇ ଚଢ଼ଉ: ୩ ଗିରଫ

ସୁପ୍ରିମକୋର୍ଟ ଏପରି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଓ ସେମାନଙ୍କୁ ସହାୟତା କରୁଥିବା ବ୍ୟାପକ ନେଟୱାର୍କ ବିରୋଧରେ ମିଳିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରୁ…

ନାଇଜେରିଆରେ ପାଇପଲାଇନରୁ ତୈଳ ଚୋରି ବେଳେ ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

ତେବେ ନାଇଜେରିଆ କର୍ତ୍ତୃପକ୍ଷ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ୟୁଥ୍‌ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଆଡଭୋକେସୀ ସେଣ୍ଟର ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରିରେ ରିଭର୍ସ ରାଜ୍ୟର…

ପଞ୍ଜାବୀ ଗାୟକ ବଲଜିତ୍‌ ସିଂହଙ୍କ ମୃତଦେହ ଘରୁ ଉଦ୍ଧାର: ୪/୫ ଦିନ ତଳେ ମୃତ୍ୟୁ ହୋଇଥିବା ସ‌ନ୍ଦେହ

ଘଟଣାଟି ପଞ୍ଜାବର ସୁଧାର ପଟ୍ଟି ଢାଲିୱାଲ ଗାଁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିଲଜିତ୍‌ଙ୍କ ମୃତଦେହ ଘର ଭିତରେ ଏକ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ…

ସଙ୍କୁଚିତ ହେଉଛି ଦେବୀ ମୁହାଣ, ବିପଦରେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା; ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି ଟ୍ରଲର୍‌

ଦିନେ ଯେଉଁ ମୁହାଣ ଥିଲା ହଜାର ହଜାର ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଭରସା, ଏବେ ସେହି ମୁହାଣ ହିଁ ପାଲଟିଛି ସମସ୍ୟାର କାରଣ । ପୁରୀ ଜିଲ୍ଲା…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା; ‘ଜାଣିଶୁଣି କମିସନ୍ ରିପୋର୍ଟ ଚାପି ଦିଆଯାଇଥିଲା’, ଅଭିଯୋଗ ଆଣିଲେ ଆଇନମନ୍ତ୍ରୀ

ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ଉପୁଜିଥିବା କହିଛନ୍ତି ଆଇନମନ୍ତ୍ରୀ । ପୂର୍ବ ବିଜେଡି ସରକାର ଉପରେ ଗୁରୁତର ଅଭିଯୋଗ ଆଣି ଆଇନମନ୍ତ୍ରୀ କହିଛନ୍ତି, ଜାଣିଶୁଣି…

ମହିଳା ଏସିଆ କପ୍‌ରେ ହାଇଭୋଲଟେଜ୍‌ ଲଢ଼େଇ, ଶନିବାର ଭାରତ-ପାକିସ୍ତାନ ମୁକାବିଲା

ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ରେ ଶନିବାର ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମୁକାବିଲା । ଗ୍ରୁପ୍‌-ଏ’ର ଶେଷ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ । ପ୍ରଥମ ଦୁଇଟି…

ଦୁଷ୍କର୍ମ ଉଦ୍ୟମରୁ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲେ ବୁଲା କୁକୁର , ନାବାଳକ ଗିରଫ

ତାମିଲନାଡୁର କୋଏମ୍ବାଟୋର ସହର ନିକଟସ୍ଥ ଥୁଡିୟାଲୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ୧୭…

ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ : ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ…

ବଢୁଥିବା ଅଣ୍ଡା ଦରକୁ ନେଇ ଆସିଛି ବଡ଼ ଖବର! ମିଳିଲା ମନ୍ତ୍ରୀଙ୍କ ଆଶ୍ୱାସନ

ରାଜ୍ୟରେ ଏବେ ଅଣ୍ଡା ଦର ବଢ଼ିଥିବା ବେଳେ, ଆଗାମୀ ଦିନରେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମନ୍ତ୍ରୀ । ତାଙ୍କ କହିବା ଅନୁସାରେ, ଓଡ଼ିଶାରେ…

ହେଗସେଥ୍‌ଙ୍କ ସମେତ ୧୫ କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ଲିକ୍ : ଡାର୍କ ୱେବ୍‌ରେ ବିକ୍ରି କରିଛନ୍ତି ହ୍ୟାକର୍ସ

ସାମ୍ବାଦିକ ବ୍ରାଏନ୍ କ୍ରେବ୍ସ ଏହି ତଥ୍ୟ ବିକ୍ରିର ପର୍ଦ୍ଦାଫାସ କରିଛନ୍ତି। ତାଙ୍କ ଅନୁଯାୟୀ, ତାଙ୍କ ନିଜସ୍ୱ ତଥ୍ୟ ମଧ୍ୟ ୱେବସାଇଟରେ ବିକ୍ରି ପାଇଁ ତାଲିକାଭୁକ୍ତ କରାଯାଇଥିଲା। ଆମେରିକାର…