ସେତୁ ଉଦ୍‌ଘାଟନ ନିମନ୍ତ୍ରଣ ପ୍ରତ୍ୟାହାର କଲା କାନାଡା: କ୍ରୋଧିତ ଟ୍ରମ୍ପ କହିଲେ, ଲାଭର ୫୦% ନେବ ଆମେରିକା

ଆମେରିକା ଏବଂ କାନାଡା ମଧ୍ୟରେ ବଢୁଥିବା ବାଣିଜ୍ୟ ଉତ୍ତେଜନା ଏବେ ଦୁଇ ଦେଶର ମିଳିତ ଭିତ୍ତିଭୂମି ପ୍ରକଳ୍ପ ଉପରେ ପ୍ରଭାବ ପକାଉଛି । ଗୋର୍ଡି ହୋୱେ ଅନ୍ତର୍ଜାତୀୟ…

ଟ୍ରୋଲର୍ସଙ୍କୁ ସଲମାନଙ୍କ ପାଲଟା ଜବାବ, କହିଲେ– ‘ଯୋ ଡର୍ ଗୟା ୱୋ ମର୍ ଗୟା’

ନିଟ୍ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ସଲମାନ୍ ଖାନ କହିଥିଲେ…

ପରାମର୍ଶଦାତାଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି ; ଆଉ ୩ ମାସ ବଢ଼ିଲା ପାରିଶ୍ରମିକର ଅବଧି

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟକୁ ଆଶ୍ବସ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ…

ଜନ୍ତର ମନ୍ତରରେ ଉତ୍ତେଜନା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ରାତି ୮ଟା ସୁଦ୍ଧା ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ ମଦ ଦୋକାନଗୁଡ଼ିକ ପାଇଁ ସାଧାରଣତଃ ବନ୍ଦ ସମୟ ରାତି ୧୦ଟା ହୋଇଥାଏ । ତେବେ କିନ୍ତୁ ଜନ୍ତର ମନ୍ତରରେ ଉତ୍ତେଜନା ପରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ବଦଳି କରିବାକୁ ସରକାର ଯୋଜନା କରୁଛନ୍ତି: ରାହୁଲ ଗାନ୍ଧୀ

ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍…

ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନେଇ ବଢ଼ିଲା ସନ୍ଦେହ

ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଗତକାଲି ରାତ୍ରୀ ସମୟରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି ।…

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ କୋର୍ଟ: ଲକ୍ଷେ ଡଲାର ଏଚ୍-୧-ବି ଭିସା ଫି ଉପରେ ଲାଗିଲା ରୋକ, ଭାରତୀୟଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଏଚ୍-୧-ବି ଭିସା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଆମେରିକାର ଫେଡେରାଲ୍ ଆପିଲ୍ କୋର୍ଟ ବଡ଼ ଆଇନଗତ ଝଟକା ଦେଇଛନ୍ତି। କୋର୍ଟ ଟ୍ରମ୍ପ ପ୍ରଶାସନର…

ଶିଳ୍ପ ସଂସ୍ଥାମାନଙ୍କ ସହ ଉଚ୍ଚସ୍ତରୀୟ ହିତାଧିକାରୀ ବୈଠକ: ଶିଳ୍ପ ଭିତ୍ତିଭୂମି, ସେବା ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ

ଇଡିକୋ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ…

ଛାତ୍ରଙ୍କୁ ଆଦେଶ ନୁହେଁ, ଆଲୋଚନା ଦରକାର: ଆରଏସଏସ ପ୍ରମୁଖଙ୍କ ବାର୍ତ୍ତା

ନିଟ୍ ପେପର ଲିକ୍‌କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଙ୍କ ପ୍ରତିବାଦ ଜାରି ରହିଥିବା ବେଳେ, ଆରଏସଏସ ପ୍ରମୁଖ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ…

NTAରେ ବଡ଼ ପରିବର୍ତ୍ତନ: ସାଇବର ସିକ୍ୟୁରିଟିଠାରୁ ଯାଞ୍ଚ ଯାଏଁ ରହିବେ ସ୍ୱତନ୍ତ୍ର ଅଧିକାରୀ

ପରୀକ୍ଷାରେ ପେପର ଲିକ୍, ଡିଜିଟାଲ୍ ସମସ୍ୟା ଓ ଅନ୍ୟାନ୍ୟ ଅନିୟମିତତା ଉପରେ କଡ଼ା ନଜର ରଖିବା ପାଇଁ ଜେନେରାଲ୍ ମ୍ୟାନେଜର (ଭିଜିଲାନ୍ସ, ଇନଭେଷ୍ଟିଗେସନ୍ ଆଣ୍ଡ ଫରେନ୍ସିକ୍ସ) ପଦ…

ମୁମ୍ବାଇରେ ବିକ୍ଷୋଭ ପରେ ୪୦୦ ଜଣଙ୍କ ନାଁରେ ମାମଲା, ୧୩ ଏଫଆଇଆର୍ ରୁଜୁ

ଗତ ୫ ଦିନ ମଧ୍ୟରେ ସହରର ବିଭିନ୍ନ ପୋଲିସ ଷ୍ଟେସନରେ ପ୍ରାୟ ୪୦୦ ଜଣଙ୍କ ବିରୋଧରେ ୧୩ଟି ମାମଲା ରୁଜୁ କରାଯାଇଛି । ବେଆଇନ ସଭାସମିତି, ଜନସାଧାରଣଙ୍କ…

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ: ୨ ଲସ୍କର ଆତଙ୍କବାଦୀଙ୍କ ଘର ଉପରେ ଚାଲିଲା ବୁଲଡୋଜର

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପରେ, କର୍ତ୍ତୃପକ୍ଷ ଲସ୍କର-ଇ-ତୋଏବାର ଦୁଇ ଆତଙ୍କବାଦୀଙ୍କ ଘର ଭାଙ୍ଗି…

ରାଜନୀତି ନୁହେଁ,ଶିକ୍ଷା ସଂସ୍କାରକୁ ସମର୍ଥନ କରନ୍ତୁ: ଏନଇଇଟି ପ୍ରତିବାଦକାରୀଙ୍କୁ ଅପିଲ୍ କଲେ ଦେବେନ୍ଦ୍ର ଫଡନବୀସଙ୍କ ଝିଅ ଦିଭିଜା

ଏନଇଇଟି ଅନିୟମିତତା ଏବଂ ଶିକ୍ଷା ସଂସ୍କାରକୁ ନେଇ ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଝିଅ ଦିଭିଜା ଫଡନାଭିସ ।…

ଗଙ୍ଗା-ଯମୁନା କୂଳରୁ ହଟିବ ବେଆଇନ ଜବରଦଖଲ: ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ବିହାରର ରାଜଧାନୀ ପାଟନାରେ ଗଙ୍ଗା ନଦୀର ବନ୍ୟାଞ୍ଚଳ ଏବଂ ଉତ୍ତର ପ୍ରଦେଶର ପବିତ୍ର ଧାମ ବୃନ୍ଦାବନରେ ଯମୁନା ନଦୀ ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ…

ଛେଳି ଚୋରି ବେଳେ ଧରାପଡ଼ିଲା ଚୋର , ଗଛରେ ବାନ୍ଧି ନିର୍ଘାତ ଛେଚିଲେ ଗ୍ରାମବାସୀ

ଛେଳି ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ ଚୋର । ଚୋରକୁ ଗଛରେ ବାନ୍ଧିବା ସହିତ ନିର୍ଘାତ ଛେଚିଲେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା…