Blog

୧୨ ଘଣ୍ଟାରୁ ଅଧିକ ସମୟ ଅଚଳ ୧୦୮ ଆମ୍ବୁଲାନ୍ସ, ଚକା ପମ୍ପଚର୍‌ ହୋଇ ରାସ୍ତାକଡ଼ରେ ଅଟକିଲା

୧୨ ଘଣ୍ଟାରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି ୧୦୮ ଆମ୍ବୁଲାନ୍ସ । ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା, ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି ଅବପାତ

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଉପରେ ଏବେ ସକ୍ରିୟ ରହିଛି ଗଭୀର ଅବପାତ । ସନ୍ଧ୍ୟା ସୁଦ୍ଧା…

ଜ୍ଞାନେଶ କୁମାରଙ୍କୁ CJPର ଅଲଟିମେଟମ, 48 ଘଣ୍ଟା ଭିତରେ ଇସ୍ତଫା ଦିଅ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ କକରୋଚ ଜନତା ପାର୍ଟି ଅଲଟିମେଟମ ଦେଇଛି । ଇସ୍ତଫା ନଦେଲେ ଦେଶବ୍ୟାପୀ ଆନ୍ଦୋଳନ…

ଲଗାଣ ବର୍ଷାରେ ୬ ଜିଲ୍ଲା ପ୍ରଭାବିତ, ୮ ହଜାରରୁ ଅଧିକ ସ୍ଥାନାନ୍ତର; ୫ ଅଫିସରଙ୍କୁ ଫିଲ୍ଡକୁ ପଠାଇଲେ ସରକାର

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ…

ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ଉଡ଼ାଣ ବନ୍ଦ, ହ୍ରାସ ପାଇଛି ବିମାନ ସଂଯୋଗ

ଭୁବନେଶ୍ୱର ବିମାନବନ୍ଦରରୁ ଏବେ କୌଣସି ସିଧାସଳଖ ବିଦେଶୀ ବିମାନ ନାହିଁ। ଘରୋଇ ରୁଟ୍‌ ମଧ୍ୟ ୩୩ରୁ ୧୯କୁ ହ୍ରାସ ପାଇଛି। ତେବେ ଅକ୍ଟୋବର ୧ରୁ ଭୁବନେଶ୍ୱର-ବ୍ୟାଙ୍କକ ସିଧା…

 ରିଲ୍ସ ପାଇଁ ବିପଦକୁ ଖାତିର କରୁନାହାନ୍ତି ଯୁବପିଢ଼ି । ବାତ୍ୟା ଭଳି ବିପଦ ସମୟରେ ମଧ୍ୟ ଅସାବଧାନତାର ସହ ରିଲ୍ସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ପୁରୁଣା ଜେଲ୍‌ ରୋଡ୍‌ର ପାର୍କିଂ ଛାତ ଉପରେ ଦୁଇ ଯୁବକ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।

ପ୍ରବଳ ପବନ ବହୁଥିବା ବେଳେ ଛାତର ଶେଷ ପାର୍ଶ୍ୱରେ ଠିଆ ହୋଇ ଦୁଇ ଯୁବକ ରିଲ୍ସ ବନାଉଥିଲେ । ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ…

ବିପଦ ସମୟରେ ବି ରିଲ୍ସ ନିଶା, ପ୍ରବଳ ପବନ ମଧ୍ୟରେ ପାର୍କିଂ ଛାତ ଉପରେ ଦୁଇ ଯୁବକଙ୍କ ରିଲ୍ସ

ବାତ୍ୟା ଭଳି ବିପଦ ସମୟରେ ମଧ୍ୟ ଅସାବଧାନତାର ସହ ରିଲ୍ସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ପୁରୁଣା ଜେଲ୍‌ ରୋଡ୍‌ର ପାର୍କିଂ ଛାତ ଉପରେ…

୧୦ ମାସରେ ୧୪ ଥର ଆପତ୍ତି ଦାବି, ଅବଜର୍ଭେସନ୍ ଓ ଡିସେଣ୍ଟ ଭିତରେ ଫରକ କ’ଣ ?  ପୂର୍ବରୁ ମଧ୍ୟ ଇସିଆଇରେ ହୋଇଛି ଡିସେଣ୍ଟ : ୧୯୫୦ରେ ଜଣେ, ଏବେ ତିନି ସଦସ୍ୟ

ଅନ୍ୟପଟେ ଗତ ୧୦ ମାସରେ ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଅତି କମରେ…

ହାଇକୋର୍ଟରେ ବିଚାରପତି ସଙ୍କଟ, ଅକ୍ଟୋବର ୧ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଆଇନଜୀବୀ

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ । ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ…

କିଛି ଦିନ ପରେ ପୁଣି ଚମକିଲା ସେୟାର ବଜାର, ବଢ଼ିଲା ନିବେଶକଙ୍କ ମଧ୍ୟରେ ଉତ୍ସାହ

ତେବେ ବଜାର ଉପରେ ଏବେ ବି ରହିଛି ବିଦେଶୀ ନିବେଶକଙ୍କ ବିକ୍ରି ଚାପ । ଏକ୍ସଚେଞ୍ଜ ତଥ୍ୟ ଅନୁସାରେ, ମଙ୍ଗଳବାର ବିଦେଶୀ ପ୍ରତିଷ୍ଠାନଗତ ନିବେଶକ ବା ଏଫଆଇଆଇ…

୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ, ୩୯.୪୨ ଲକ୍ଷ ହେକ୍ଟରରେ ହୋଇଛି ଧାନ ଚାଷ

ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ । ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା…

କେଜ୍ରିୱାଲଙ୍କ ବଡ଼ ଦାବି ! CECଙ୍କ ବିରୋଧରେ ଗର୍ଜିଲେ କେଜ୍ରିୱାଲ

ଏସ୍ଆଇଆର୍‌କୁ ନେଇ ନିର୍ବାଚନ ଆୟୋଗ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ତେଜିଛି । ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲ ଏସ୍ଆଇଆର୍ ପ୍ରକ୍ରିୟାକୁ ବାତିଲ୍ କରିବା ସହ CEC…

ପୋଖରୀରେ ବିଷ ପକାଇ ଶହଶହ ମାଛ ମାରିଦେବା ଅଭିଯୋଗ; ଥାନାରେ ଅଭିଯୋଗ, ତଦନ୍ତ ଆରମ୍ଭ

ସୋର ବ୍ଲକ୍‌ ପାଖର ପଞ୍ଚାୟତ ଅଧୀନ ପାଖର ଗାଁର ମା’ ବାସୁଳୀ ଏସ୍‌ଏଚ୍‌ଜିର ସଭାପତି ସତସ୍ୱରୂପା ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ଗଳା ପୋଖରୀକୁ ତିନି ବର୍ଷ…

୩୬ ବର୍ଷ ପରେ ଘରକୁ ଫେରିବେ ମହିଳା, ହିମାଚଳରୁ ମିଳିଲା ସନ୍ଧାନ

୩୬ ବର୍ଷ ପରେ ହିମାଚଳ ପ୍ରଦେଶରୁ ନିଖୋଜ ପ୍ରମିଳା ମଲିକଙ୍କ ସନ୍ଧାନ ମିଳିଛି। ୧୯୯୦ରୁ ନିଖୋଜ ଥିବା ପ୍ରମିଳାଙ୍କୁ ଜଣେ କେନ୍ଦ୍ରାପଡ଼ା ବ୍ୟକ୍ତି ଚିହ୍ନଟ କରିବା ପରେ…

ନଦୀବନ୍ଧରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

ପୁରୀ ଚନ୍ଦନପୁର ଥାନା ଅଞ୍ଚଳର କାଳିଆକେରା ନଦୀବନ୍ଧରୁ ୨୨ରୁ ୨୫ ବର୍ଷୀୟ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଟ୍ରଲି ବ୍ୟାଗ, ଚପଲ, ଇଲେକ୍ଟ୍ରି…