ହାତରେ ଲାଠି ଧରି ବିଦେଶୀଙ୍କୁ ଖୋଜୁଛନ୍ତି ଦକ୍ଷିଣ ଆଫ୍ରିକା ଲୋକେ : ୨୫,୦୦୦ ଛାଡିଲେଣି ଘର, ଆର୍ଥିକ ସଙ୍କଟ ପାଇଁ ବିଦେଶୀଙ୍କ ମୁଣ୍ଡରେ ଦୋଷ
ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ନାଗରିକଙ୍କ ବିରୋଧରେ ଘୃଣା ଏବଂ ହିଂସା ଦେଖାଦେଇଛି। ସ୍ଥାନୀୟ ମୌଳବାଦୀ ଗୋଷ୍ଠୀଗୁଡ଼ିକ ବିନା ଦସ୍ତାବିଜ୍ରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ଦେଶ ଛାଡିବା…
