କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସାନଗାଁ ଗ୍ରାମର ରୁବିନା ନାଥ ନାମକ ଜଣେ ମହିଳା ସକାଳୁ ସକାଳୁ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିବା ସୂଚନା ମଳିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସାନଗାଁ ଗ୍ରାମର ରୁବିନା ନାଥ ନାମକ ଜଣେ ମହିଳା ସକାଳୁ ସକାଳୁ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିବା ସୂଚନା ମଳିଛି । ଖବରପାଇ ଅଗ୍ନିଶମ ବିଭାଗର ଯବାନମାନେ ଘଟଣାସ୍ଥଳରେ ଷ୍ପିଡ ବୋଟ ସାହାଯ୍ୟରେ ପହଁଚି ଖୋଜାଖୋଜି ଆରମ୍ଭ କହିଛନ୍ତି । ଏପର୍ଯ୍ୟନ୍ତ ନିଖୋଜ ମହିଳାଙ୍କ ଲୁଗାପଟା ନଦୀକୁଳରେ ଥୁଆ ହୋଇଥିବା ସୂଚନା ମିଳିଛି । ନିଖୋଜ ମହିଳାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ ।

