ଭତ୍ତା ପାଇଁ ପୁଣି ରାଜରାସ୍ତାରେ ହିତାଧୀକାରୀ, ଧାରଣାରେ ବିଧାୟକ

ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ହିତାଧିକାରୀ। ବୃଦ୍ଧବୃଦ୍ଧା, ବିଧବା ମହିଳା, ଭିନ୍ନକ୍ଷମମାନଙ୍କୁ ଅନଲାଇନ୍ ଜରିଆରେ ଭତ୍ତା ଟଙ୍କା ମିଳିବା ବିଳମ୍ବ ପ୍ରତିବାଦରେ ଆଠଗଡ ବ୍ଲକ ସମ୍ମୁକ୍ଷରେ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଗଣ ଧାରଣା ଦିଆଯାଇଛି।

ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ହିତାଧିକାରୀ। ବୃଦ୍ଧବୃଦ୍ଧା, ବିଧବା ମହିଳା, ଭିନ୍ନକ୍ଷମମାନଙ୍କୁ ଅନଲାଇନ୍ ଜରିଆରେ ଭତ୍ତା ଟଙ୍କା ମିଳିବା ବିଳମ୍ବ ପ୍ରତିବାଦରେ ଆଠଗଡ ବ୍ଲକ ସମ୍ମୁକ୍ଷରେ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଗଣ ଧାରଣା ଦିଆଯାଇଛି।  ଶହ ଶହ ମହିଳା ପୁରୁଷ ଭିନ୍ନକ୍ଷମ ହିତାଧିକାରୀ,  ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଙ୍କ ସହ ଆଠଗଡ ବିଧାୟକ ଉକ୍ତ ଧାରଣା ରେ ସାମିଲ ହୋଇଛନ୍ତି।  ସୁରକ୍ଷା ଦୃଷ୍ଟି କୋଣରୁ ବ୍ଲକ ସମ୍ମୁଖରେ ବ୍ୟାପକ  ପୋଲିସ ଫୋର୍ସ ମୃତୟନ କରିଯାଇଛି।

Leave a Reply

Your email address will not be published. Required fields are marked *