ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଘଣ୍ଟି ଓ ପୂଜା ସାମଗ୍ରୀ ଚୋରି

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ତାଲା ଭାଙ୍ଗି ଘଣ୍ଟି ଓ ପୂଜା ସାମଗ୍ରୀ ଚୋରି । ଅନୁଗୋଳ ଜରପଡ଼ା ଦୁର୍ଗାପୁର ଘାଟିରେ ଥିବା ହନୁମାନ ଓ ରାମ ମନ୍ଦିରରୁ ଚୋରି ହୋଇଛି ।

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ତାଲା ଭାଙ୍ଗି ଘଣ୍ଟି ଓ ପୂଜା ସାମଗ୍ରୀ ଚୋରି । ଅନୁଗୋଳ ଜରପଡ଼ା ଦୁର୍ଗାପୁର ଘାଟିରେ ଥିବା ହନୁମାନ ଓ ରାମ ମନ୍ଦିରରୁ ଚୋରି ହୋଇଛି । ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଘଣ୍ଟି, ପୂଜା ଥାଳି ସହ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସେହିପରି ହନୁମାନ ମନ୍ଦିର ନିକଟରେ ଥିବା ରାମ ମନ୍ଦିରରୁ ମଧ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ସକାଳୁ ଏ ନେଇ ଜଣାପଡ଼ିବା ପରେ ମନ୍ଦିରରେ ଥିବା ବାବା ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଛାନଭିନ୍ ଚଳାଛି ।

Leave a Reply

Your email address will not be published. Required fields are marked *