ଶକ୍ତିପୀଠରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା, ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ

ଶକ୍ତି ପୀଠ ରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଷୋଡ଼ଷ ଉପଚାର ପୂଜା ର ଅଷ୍ଟମ ଦିନ ରହିଛି। ଆଜି ମାଁ ଗଡଚଣ୍ଡୀ ଅନ୍ନପୂର୍ଣ୍ଣା ବେଶ୍ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।

 ଶକ୍ତି ପୀଠ ରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଷୋଡ଼ଷ ଉପଚାର ପୂଜା ର ଅଷ୍ଟମ ଦିନ ରହିଛି। ଆଜି ମାଁ ଗଡଚଣ୍ଡୀ ଅନ୍ନପୂର୍ଣ୍ଣା ବେଶ୍ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳ ମଙ୍ଗଳା ଆଳତି ଶେଷ ହେବା ପରେ ମାଁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।

 ମାଁ ଙ୍କ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି। ଆସନ୍ତାକାଲି ପାଖରୁ ଶକ୍ତିପୀଠ ରେ ଆରମ୍ଭ ହେବ ନବରାତ୍ରୀ ପୂଜା ।

Leave a Reply

Your email address will not be published. Required fields are marked *