ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ, ରଙ୍ଗ୍‌ ରୁଟରେ ଆସି ଦେଲା ଧକ୍କା

ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍‌ ରୁଟରେ ଆସି ଆମ ବସ ଦେଲା ଧକ୍କା । ଝିଅ ଆହତ ହୋଇଥିବା ବେଳେ ଆମ ବସ୍‌କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଆମ ବସ୍‌ର ପୁଣି ଆତଙ୍କ ।  ପୁଣି ଯମ ସାଜି ନେଲା ଜୀବନ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍‌ ରୁଟରେ ଆସି ଆମ ବସ ଦେଲା ଧକ୍କା ।

ଝିଅ ଆହତ ହୋଇଥିବା ବେଳେ ଆମ ବସ୍‌କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା ।   ଆମ ବସ୍‌ ଦୁର୍ଘଟଣାରେ ଲାଗୁନି ରୋକ । ବେଲଗାମ ଆମବସ୍ । ଅମାନିଆ ଆମ ବସ୍ ଚାଳକ । ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। 

Leave a Reply

Your email address will not be published. Required fields are marked *