ଅସନ୍ତୁଳିତ ପରିବେଶ ରୁ ରକ୍ଷା ପାଇବାକୁ ହେଲେ ବୃକ୍ଷ ରୋପଣ ଏବଂ ଏହାର ଯତ୍ନ ହିଁ ଏକମାତ୍ର ବିକଳ୍ପ। ନଦୀ ପଠା, ନାଳ ବନ୍ଧ ତଥା ଗୋଚର ଆଦି ଜମିରେ ପର୍ୟ୍ୟାପ୍ତ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସଂକଳ୍ପ ନେବା ସମସ୍ତଙ୍କର ଲକ୍ଷ ହେବା ଆବଶ୍ୟକ।
ଅସନ୍ତୁଳିତ ପରିବେଶ ରୁ ରକ୍ଷା ପାଇବାକୁ ହେଲେ ବୃକ୍ଷ ରୋପଣ ଏବଂ ଏହାର ଯତ୍ନ ହିଁ ଏକମାତ୍ର ବିକଳ୍ପ। ନଦୀ ପଠା, ନାଳ ବନ୍ଧ ତଥା ଗୋଚର ଆଦି ଜମିରେ ପର୍ୟ୍ୟାପ୍ତ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସଂକଳ୍ପ ନେବା ସମସ୍ତଙ୍କର ଲକ୍ଷ ହେବା ଆବଶ୍ୟକ। ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବେଶ ପଂଚାୟତ ରେ ଏଭଳି ସଚେତନତା ସୃଷ୍ଟି କରାଯାଇ ଥିବା ବେଳେ ଉପସ୍ଥିତ ସମସ୍ତ ପରିବେଶ ପ୍ରେମୀ ମାନେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି।

