ମୁଖର ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଙ୍ଗ ହେଲା ଦାନ୍ତ। ଜଣେ ଯେତେ ସୁନ୍ଦରୀ ହେଲେ ବି ଯଦି ଦାନ୍ତ ହଳଦିଆ ପଡ଼ିଥାଏ, ତେବେ ସେଥିଲାଗି ସେ ନିଜକୁ ଅସହଜ ମନେ କରିଥାନ୍ତି।
ମୁଖର ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଙ୍ଗ ହେଲା ଦାନ୍ତ। ଜଣେ ଯେତେ ସୁନ୍ଦରୀ ହେଲେ ବି ଯଦି ଦାନ୍ତ ହଳଦିଆ ପଡ଼ିଥାଏ, ତେବେ ସେଥିଲାଗି ସେ ନିଜକୁ ଅସହଜ ମନେ କରିଥାନ୍ତି। ଏହି କାରଣରୁ ଆଜିକାଲି ଅନେକ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିିତ ଅଛନ୍ତି। ସେମାନେ କିପରି ଦାନ୍ତକୁ ଚକ୍ ଚକ୍ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକ ଙ୍କ ପାଖକୁ ବି ଯାଇଥାନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଏହାର ଘରୋଇ ଉପାୟ ବି ଅଛି। ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍ ଚକ୍ ଦିଶିବ।
ଦାନ୍ତକୁ ଅତିକମ୍ ରେ ଦୁଇଥର ଭଲ ଭାବେ ବ୍ରଶ୍ କରନ୍ତୁ ।ତା’ ଛଡ଼ାମାଉଥ୍ ଓ୍ୱାସରେ ଦିନଭି ତରେଥରେ ଭଲଭାବେ ମୁହଁକୁ ସଫା କରନ୍ତୁ ।ଏପରି କରି ଲେଦାନ୍ତ ରେ ଜମାଥିବା ମଇଳା ଦୂରହୋଇଥାଏ । ହଳଦୀରେ ସୋରିଷତେଲ ଓଲୁଣମିଶାଇଦାନ୍ତ ରେ ବ୍ରଶ୍ ଭଳିହାତରେ ଘଷିଲେ ହଳଦିଆ ଦାନ୍ତ ବି ସଫାହୋଇଥାଏଓଚକ୍ ଚକ୍ ଦିଶେ ।

