ଶରଧାବାଲିରେ ଦଣ୍ଡାୟମାନ ତିନି ରଥ; ଆଜି ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କର ଆଡ଼ପ ମଣ୍ଡପ ବିଜେ Sinhanada NewsJuly 18, 2026July 18, 2026 ଆସନ୍ତାକାଲି ଠାରୁ ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଆଡ଼ପ ଅଭଡ଼ା ପାଇବେ ଶ୍ରଦ୍ଧାଳୁ। ସଂଧ୍ୟା ଧୂପ ପରେ ରଥରେ ଚାରମାଳ ବନ୍ଧାଯିବା ସହ କୋଠ ସୁଆସିଆଁ ସେବକ ମାନେ ଆଡ଼ପ ମଣ୍ଡପରେ ଚାର ବାନ୍ଧିବେ।
ଆକ୍ରମଣର ୪ମାସ ପରେ ପ୍ରଥମ ଥର ପାଇଁ ଖେମିନିଙ୍କ ଧ୍ବଂସ ବାସସ୍ଥାନର ଭିଡ଼ିଓ ଜାରି କଲା ଇରାନ ଫେବ୍ରୁଆରି ୨୮ ତାରିଖରେ, ଆମେରିକା ଏବଂ ଇସ୍ରାଏଲୀ ସେନା ଦ୍ୱାରା ମିଳିତ ଭାବରେ କରାଯାଇଥିବା ଏକ ବିମାନ ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ, ଅସନ୍ତୋଷ ପ୍ରକାଶ କଲା ଗ୍ରାମୀଣ ସଡ଼କ ସଂସ୍ଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ । ଜାତୀୟ ନିରୀକ୍ଷକଙ୍କ ଯାଞ୍ଚରେ ଫେଲ୍ ପରେ ଅସନ୍ତୋଷ ପ୍ରକାଶ କଲା ଗ୍ରାମୀଣ ସଡ଼କ ସଂସ୍ଥା…
ଗାଏକ୍ୱାଡ୍ଙ୍କ ଶତକ; ଶ୍ରୀଲଙ୍କା ‘ଏ’କୁ ୮ ରନ୍ରେ ହରାଇଲା ଭାରତ ‘ଏ’ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ‘ଏ’ ଋତୁରାଜ ଗାଏକ୍ୱାଡ୍ଙ୍କ ଶତକ ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ…