ଲଗାଣ ବର୍ଷାରେ ଧସିଲା ପାହାଡ଼ , ୫୨୦ ନଂ ଜାତୀୟ ରାଜପଥରେ ଯାତାୟାତ ବାଧା

ଲଗାଣ ବର୍ଷାରେ ଧସିଲା ପାହାଡ଼ । କେନ୍ଦୁଝର ଜିଲ୍ଲା ରଗୁଡ଼ି ଥାନା ୫୨୦ ନମ୍ୱର ଜାତୀୟ ରାଜପଥ ବାରବାଙ୍କ ନିକଟ ଜାତୀୟ ରାଜପଥ ୫୨୦ରେ ଯାତାୟତ ବାଧାପ୍ରାପ୍ତ । ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଖସିଥିଲା ।

ଲଗାଣ ବର୍ଷାରେ ଧସିଲା ପାହାଡ଼ । କେନ୍ଦୁଝର ଜିଲ୍ଲା ରଗୁଡ଼ି ଥାନା ୫୨୦ ନମ୍ୱର ଜାତୀୟ ରାଜପଥ ବାରବାଙ୍କ ନିକଟ ଜାତୀୟ ରାଜପଥ ୫୨୦ରେ ଯାତାୟତ ବାଧାପ୍ରାପ୍ତ । ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଖସିଥିଲା । ଫଳରେ ରାସ୍ତାର ଏକ ପାର୍ଶ୍ୱ ଧୋଇ ହୋଇଯାଇଛି । ଦୁର୍ଘଟଣା ଏଡ଼ାଇବା ଏବଂ ଟ୍ରାଫିକ୍ ସ୍ୱାଭାବିକ୍ ରଖିବା ପାଇଁ ପୁଲିସ ପକ୍ଷରୁ ତତକ୍ଷଣାତ୍ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇନଥିବା ଅନ୍ୟ ପାଖ ରାସ୍ତା ଦେଇ ସୁରକ୍ଷିତ ଭାବେ ଯାତାୟାତ ନିୟନ୍ତ୍ରଣ କରାଯାଉଛି ।

Leave a Reply

Your email address will not be published. Required fields are marked *