ରାଷ୍ଟ୍ରପତିଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର ଓ ଧମକ ଅଭିଯୋଗ , କଣାସ ଥାନାରେ ଏତଲା

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଧମକ ଦେବା ଅଭିଯୋଗ । ଫୋନ୍ କରି ଧମକ ଦେବା ଅଭିଯୋଗରେ ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନାରେ ଅଭିଯୋଗ କଲେ ବିଜେପି କର୍ମୀ ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଧମକ ଦେବା ଅଭିଯୋଗ । ଫୋନ୍ କରି ଧମକ ଦେବା ଅଭିଯୋଗରେ ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନାରେ ଅଭିଯୋଗ କଲେ ବିଜେପି କର୍ମୀ । ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବଡ଼ଓରା ଗାଁର ଜଣେଙ୍କ ବ୍ୟକ୍ତିଙ୍କ ନାଁରେ ଏତଲା ହୋଇଛି । ଉକ୍ତ କଲ ରେକର୍ଡରେ ଗଡ଼ିଶାଗୋଦା ଥାନା ଅଧିକାରୀଙ୍କୁ ଧମକ ଦେବା ସହ ପୂର୍ବରୁ ପୋଲିସକୁ ମାଡ ମାରିଥିବା କହିଛନ୍ତି ସଂପୃକ୍ତ ବ୍ୟକ୍ତି ଜଣକ। ଯାହାକୁ ନେଇ ଦୃଢ଼ କାର୍ୟ୍ୟନୁଷ୍ଠାନ ନେବା ପାଇଁ ଶତାଧିକ ବିଜେପି କର୍ମୀ ଅଭିଯୋଗ ଦେବା ସହ ଦୃଢ଼ କାର୍ୟ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । 

Leave a Reply

Your email address will not be published. Required fields are marked *