ବାର୍ଦ୍ଧକ୍ୟଠାରୁ ବଳିଗଲା ଭତ୍ତା ଯନ୍ତ୍ରଣା : ୩ ମାସ ହେଲା ମିଳୁନି ଟଙ୍କା

ବାର୍ଦ୍ଧକ୍ୟ ଯନ୍ତ୍ରଣା ଠାରୁ ବଳିଗଲା ଭତ୍ତା ଯନ୍ତ୍ରଣା । ତିନି ମାସ ହେଲା ମିଳୁନି ଭତ୍ତା । ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା । ତୁରନ୍ତ ବକେୟା ଟଙ୍କା ଦେବାକୁ ଦାବି । ଚିତ୍ର ଆସିଛି ସମ୍ବଲପୁର ମାନେଶ୍ବରରୁ ।

ବାର୍ଦ୍ଧକ୍ୟ ଯନ୍ତ୍ରଣା ଠାରୁ ବଳିଗଲା ଭତ୍ତା ଯନ୍ତ୍ରଣା । ତିନି ମାସ ହେଲା ମିଳୁନି ଭତ୍ତା । ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା । ତୁରନ୍ତ ବକେୟା ଟଙ୍କା ଦେବାକୁ ଦାବି । ଚିତ୍ର ଆସିଛି ସମ୍ବଲପୁର ମାନେଶ୍ବରରୁ । ୱାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ପାଇଁ ପ୍ରତିବାଦ କରିଛନ୍ତି ଶହେରୁ ଅଧିକ ବୃଦ୍ଧବୃଦ୍ଧା । ବଡ଼ କଥା ହେଉଛି, ବୟସର ଅପରାହ୍ଣରେ କିଏ ରୋଗାଗ୍ରସ୍ତ ଅଛି ତ ଆଉ ଅଭାବର ଶିକାର ହୋଇଛି । ହେଲେ ସରକାରୀ ଯନ୍ତ୍ରଣା ଏସବୁକୁ ବଳିଯାଇଛି । ଏମାନଙ୍କ ମଧ୍ୟରୁ କିଏ ବ୍ୟାଙ୍କ ଧାଇଁ ଧାଇଁ ନୟାନ୍ତ ତ ଆଉ କିଏ ଭତ୍ତା ଟଙ୍କା ପାଇଁ ସରକାରୀ ଅଫିସରେ ପଡ଼ିରହିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ମିଳିବ ଭତ୍ତା । 

Leave a Reply

Your email address will not be published. Required fields are marked *