ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଭୁବନେଶ୍ବର ଉପକଣ୍ଠ ଗଙ୍ଗପଡ଼ା ଛକ ନିକଟରେ ଆନ୍ଦୋଳନ । ହମ୍ପସ ନିର୍ମାଣ ଦାବି କରି ଗାଁଲୋକଙ୍କୁ ରାସ୍ତା ରୋକ। ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଛି ଶହ ଶହ ଗାଡ଼ି ।
ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଭୁବନେଶ୍ବର ଉପକଣ୍ଠ ଗଙ୍ଗପଡ଼ା ଛକ ନିକଟରେ ଆନ୍ଦୋଳନ । ହମ୍ପସ ନିର୍ମାଣ ଦାବି କରି ଗାଁଲୋକଙ୍କୁ ରାସ୍ତା ରୋକ। ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଛି ଶହ ଶହ ଗାଡ଼ି । ପିତାପଲ୍ଲୀଠାରୁ ତାଳଖେଦା ଛକ ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଛି । ଘଟଣାସ୍ଥଳରେ ଇନ୍ଫୋଭାଲି ଥାନା ପୁଲିସ ପହଞ୍ଚି ଗାଁଲୋକଙ୍କୁ ବୁଝାସୁଝା କରୁଛି । ଆଜି ସକାଳୁ ଏକ ଦୁର୍ଘଟଣାରୁ ଦୁଇ ଜଣ ସାମାନ୍ୟ ବର୍ତି ଯାଇଥିବା ପରେ ତାତିଥିଲେ ଲୋକେ । ଫ୍ଲାଇ ଓଭର ନିର୍ମାଣ ହେଉଥିବାରୁ ଏହିରାସ୍ତାରେ ସବୁ ବେଳେ ଗହଳି ଲାଗିରହିଛି ।

