ଏସଆଇଆରରେ ବାଦ୍ ପଡ଼ିଥିବା ଭୋଟରଙ୍କ ପାଇଁ ସୁଯୋଗ । ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ୯ ତାରିଖ ଯାଏଁ ଏହି ଅଭିଯାନ ଚାଲିବ । ଏସଆଇଆର-୨୦୨୬ରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁଣି ତାଲିକାରେ ସାମିଲ ପାଇଁ ସୁଯୋଗ ମିଳିବ ।

ନାଁ ଯୋଡ଼ିବାକୁ
କାଲିଠୁ ସୁଯୋଗ
ଆଜିଠୁ ସ୍ବତନ୍ତ୍ର ଅଭିଯାନ
– ଏସ୍ଆଇଆର୍ରେ ବାଦ୍ ପଡ଼ିଥିବା ଭୋଟରଙ୍କ ପାଇଁ ସୁଯୋଗ
– ତାଲିକାରେ ପୁଣି ସାମିଲ ହେବାକୁ ଆଜିଠୁ ମିଳିବ ସୁଯୋଗ
– ୯ ତାରିଖ ଯାଏଁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ
– ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରିଥିଲେ ବି କରିହେବ ଆବେଦନ
– ଫର୍ମ-୬ ମାଧ୍ୟମରେ ବିଏଲ୍ଓଙ୍କ ନିକଟରେ ଆବେଦନ କରିହେବ
– ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର୍ ମଧ୍ୟ ନାଁ ସାମିଲ ପାଇଁ ଆବେଦନ କରିପାରିବେ
– ନାଁ ଯୋଡ଼ିବାକୁ ଦାବି ଓ ଆପତ୍ତି ଦାଖଲ କରିପାରିବେ ଯୋଗ୍ୟ ଭୋଟର
– ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଦାବି ଓ ଆପତ୍ତି ଦାଖଲ କରିପାରିବେ
– ଏସ୍ଆଇଆର୍ରେ ଚିହ୍ନଟ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା…
– ସିଇଓ ଓଡ଼ିଶା ଏବଂ ସମ୍ପୃକ୍ତ ଜିଲ୍ଲା ୱେବସାଇଟରେ ଉପଲବ୍ଧ ହେବ