‘ପ୍ରଥମେ ପରିବେଶ ମଞ୍ଜୁରୀ, ତା’ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ : ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯାହା ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ସ୍ଥାପନ କରିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭବିଷ୍ୟତରେ କୌଣସି ନୂତନ ପ୍ରକଳ୍ପ…

ବିବାହ ପୂର୍ବରୁ ପ୍ରେମିକଙ୍କ ବିଶ୍ୱାସଘାତ , ଭାବୁକ କଲା ପାମେଲାଙ୍କ କାହାଣୀ

ରିଆଲିଟି ସୋ ‘ଲକ୍ ଅପ୍ ୨’ରେ ଦୁବାଇର ମଡେଲ ଓ ଉଦ୍ୟୋଗୀ ପାମେଲା ସେରେନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଚକିତ କରିଦେବା ଖୁଲାସା କରିଛନ୍ତି…

‘ଆମକୁ ବଞ୍ଚାଅ ଭାରତୀୟ ସେନା’: ପାକିସ୍ତାନୀ ସେନାର ବର୍ବରତା ବିରୋଧରେ PoK ବାସୀଙ୍କ ଚିତ୍କାର

ସେଠାକାର ସାଧାରଣ ଜନତା ପାକିସ୍ତାନୀ ସେନା ଏବଂ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ରାଜପଥକୁ ଓହ୍ଲାଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନକୁ ଦମନ କରିବା ପାଇଁ…

ପ୍ରଥମ ବିଶ୍ବଯୁଦ୍ଧ ପରି ସ୍ଥିତି ଉପୁଜିଲା : ଆଉ ଏକ ବିଶ୍ୱଯୁଦ୍ଧ ମୁହାଁ ହେବାରେ ଲାଗିଛି ବିଶ୍ବ

ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଉତ୍ତେଜନା ଧୀରେଧୀରେ ଜଡିତ ହେବାରେ ଲାଗିଛି, ଯାହା ବିଶ୍ୱ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି। ୱାସିଂଟନରେ ୟୁକ୍ରେନୀୟ…

ସରକାରଙ୍କୁ ସବୁଆଡ଼ୁ‌ ଘେରିବାକୁ ପ୍ରୟାସ : କୃଷକ ନେତା ଟିକାଏତଙ୍କୁ ଭେଟିଲେ ସିଜେପି ମୁଖପାତ୍ର

କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କୁ ସବୁଆଡ଼ୁ‌ ଘେରିବାକୁ କକ୍ରୋଚ ଜନତା ପାର୍ଟି (ସିଜେପି) ଓ କୃଷକ ନେତା ରାକେଶ ଟିକାଏତ ଯୋଜନା କରୁଛନ୍ତି। କେନ୍ଦ୍ରରେ ବିଜେପି…

ଉତ୍ତର ପ୍ରଦେଶକୁ ଯୋଗୀଙ୍କ ବଡ଼ ଉପହାର , ୨୬୨ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ ଯୋଗୀ ଆଦିତ୍ୟନାଥ

୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ବିକାଶମୂଳକ ପ୍ରକଳ୍ପ ଉପରେ ଜୋର ଦେଇଛି ଯୋଗୀ ଆଦିତ୍ୟନାଥ ସରକାର । ଏହି କ୍ରମରେ…

ରାମମନ୍ଦିର ଦାନ ଚୋରି ପରେ ବଦଳିଲା  ଦାୟିତ୍ୱ, ଗଠନ ହେବ ନୂଆ ଟିମ୍, ସଚିବ ହୋଇପାରନ୍ତି ଜଗଦୀଶ ଆଫଲେ

ଅନ୍ୟପଟେ, ମହାରାଷ୍ଟ୍ରର ପୁଣେର ବାସିନ୍ଦା ଜଗଦୀଶ ଆଫାଲେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ ମୁଖପାତ୍ର…

ୟୁକ୍ରେନରେ ଫସିଲେ ୧୩ ଭାରତୀୟ ନାବିକ , ଯୁଦ୍ଧ ମଝିରେ ବଢ଼ିଲା ଚିନ୍ତା

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସଙ୍କଟରେ ୧୩ ଭାରତୀୟ ନାବିକ । ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ଏମଭି AMIR1 ନାମକ ମାଲବାହୀ ଜାହାଜରେ ଥିବା ଭାରତୀୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି । ଏହି ସ୍ୱତନ୍ତ୍ର ଗୁପ୍ତ ସେବା…

ଚୀନ୍‌ର ହ୍ୟୁମାନଏଡ୍ ରୋବଟ୍ ଉପରେ ଆମେରିକାର କଡ଼ା କଟକଣା

ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରଯୁକ୍ତି ଯୁଦ୍ଧ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା…

ଦିନସାରା ସ୍କ୍ରିନ୍ ଦେଖିବାରୁ ବଢ଼ୁଛି ବେକ ଯନ୍ତ୍ରଣା : ତେବେ କରନ୍ତୁ ଏହି ଯୋଗ

ଆଧୁନିକ ଜୀବନଶୈଳୀରେ ମୋବାଇଲ୍ ଏବଂ ଲାପଟପ୍‌ର ଅତ୍ୟଧିକ ବ୍ୟବହାର ହେତୁ ବେକ ଯନ୍ତ୍ରଣା ଓ କଠିନତା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଦୀର୍ଘ ସମୟ ଧରି…

ଆଉ ବାରମ୍ୱାର କରିବାକୁ ପଡ଼ିବନି ପଲ୍ୟୁସନ୍‌ ଟେଷ୍ଟ,, ପିୟୁସି ନିୟମରେ ବଡ଼ ପରିବର୍ତ୍ତନ

ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଏସ୍‌-୬ ଗାଡ଼ି ମାଲିକଙ୍କୁ ବାରମ୍ବାର ପିୟୁସି କରାଇବାକୁ ପଡ଼ିବ ନାହିଁ । ସେହିପରି ବିଏସ୍‌ -୧ ଠାରୁ ବିଏସ୍‌-୪ ପର୍ଯ୍ୟନ୍ତ ପୁରୁଣା ଯାନବାହନ…

କଟକ ମହାନଦୀ ବ୍ୟାରେଜରେ ଭାସିଲା ଅଜଣା ମୃତଦେହ , ପରିଚୟ ଅସ୍ପଷ୍ଟ

କଟକ ମହାନଦୀ ବ୍ୟାରେଜରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସକାଳୁ ସକାଳୁ ବ୍ୟାରେଜ ଗେଟ୍ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ…

ଛାତ୍ର ଆନ୍ଦୋଳନ ଉପରେ ପୁଲିସ୍ ର ବଳପ୍ରୟୋଗ ନିନ୍ଦନୀୟ ; ସୁପ୍ରିମ୍ କୋର୍ଟ

କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ଜୁଲାଇ ୨୦ ”ସଂସଦ ମାର୍ଚ୍ଚ” ସମୟରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ବର୍ବରତା ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ…

ଦେବୀ ନଦୀରେ ବଢ଼ୁଛି ବନ୍ୟାଜଳ , ଦୁର୍ବଳ ବନ୍ଧକୁ ନେଇ ଦଶ ଗାଁରେ ଆତଙ୍କ

ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ବଢ଼ୁଛି ଦେବୀ ନଦୀର ଜଳସ୍ତର । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ…