Blog

ଫିଫା ବିଶ୍ୱକପ୍ ୨୦୨୬: ଏମ୍ବାପେଙ୍କ ଗୋଲ୍‌ରେ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

ବିଶ୍ୱକପ୍ ଇତିହାସରେ ଏମ୍ବାପେଙ୍କର ଏହା ୧୯ତମ ଗୋଲ୍। ସେ ମାତ୍ର ୧୯ଟି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଏବଂ ଏବେ ସେ ଲିଓନେଲ ମେସିଙ୍କ (୨୦…

କେତନଙ୍କ ପରିବାରକୁ ପୁଣି ଦୁଃଖର ପାହାଡ଼: ନାତି ମୃତ୍ୟୁ ଶୋକ ସହିନପାରି ଜେଜେବାପାଙ୍କ ହୃଦଘାତ

ଅଗ୍ରୱାଲ ପରିବାର ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନାତି କେତନଙ୍କ ମୃତ୍ୟୁ ଶୋକ ସହି ନପାରି ତାଙ୍କର ୭୧ ବର୍ଷୀୟ ଜେଜେବାପା ଦେବୀଚାନ୍ଦ…

ବନ୍ଧୁ ଦେଶଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି: ହର୍ମୁଜ୍ ଦେଇ ଯାତାୟାତ କରୁଥିବା ଜାହାଜ ପାଇଁ ଇରାନର ନୂଆ ଯୋଜନା

ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜ ପାଇଁ ଖୁବ୍ ଶୀଘ୍ର ନୂତନ ନିୟମ ଲାଗୁ କରିବାର ସଙ୍କେତ ଦେଇଛି । ଇରାନ ଓ ଓମାନ…

୬ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ , ଉତ୍ତର ଓଡ଼ିଶା-ଛତିଶଗଡ଼ ଦେଇ କରିବ ଗତି

ରାଜ୍ୟବାସୀଙ୍କ ପାଇଁ ପୁଣି ବର୍ଷା ସତର୍କତା । ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା…

ବାରଙ୍ଗରେ ୪ ମନ୍ଦିରରୁ ସିରିଜ୍ ଚୋରି , ସୁନାଗହଣା ଲୁଟ୍

ବାରଙ୍ଗ ଅଞ୍ଚଳରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ସିରିଜ୍ ଚୋରି ଘଟଣା ଘଟିଛି । ଚୋରମାନେ ରାତିର ଅନ୍ଧାରର ସୁଯୋଗ ନେଇ ମୋଟ ୪ଟି ମନ୍ଦିରରୁ ସୁନାଗହଣା ସହ…

ଇତିହାସ ରଚିବେ ଭାରତର ଝିଅ ବୃନ୍ଦା ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ କରିବେ ଅମ୍ପାୟାରିଂ

ଫାଇନାଲ ମ୍ୟାଚ୍‌ରେ କେବଳ ବୃନ୍ଦା ନୁହନ୍ତି, ବରଂ ଭାରତର ଜିଏସ ଲକ୍ଷ୍ମୀ ମଧ୍ୟ ମ୍ୟାଚ୍ ରେଫରି ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ଏହା ବିଶ୍ୱ କ୍ରିକେଟର ଏକ…

ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଇସ୍କନକୁ ଗଜପତିଙ୍କ ଚିଠି

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା । ପ୍ରତିଶ୍ରୁତି ସତ୍ବେ ଇସ୍କନ ପକ୍ଷରୁ ଭାରତ ସମେତ ବିଶ୍ବରରେ ଅଦିନରେ ରଥଯାତ୍ରା…

ଆୟୋଜକ କାନାଡ଼ା ବିଦା: ମରକ୍କୋ ପ୍ରଥମେ କ୍ବାର୍ଟରଫାଇନାଲ୍‌ରେ

ଖେଳାଳିଙ୍କ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କାନାଡ଼ା ଖେଳାଳି କିନ୍ତୁ ବଲ୍‌ ନିୟନ୍ତ୍ରଣ, ସମନ୍ବୟ, ଆକ୍ରମଣ ଆଦିରେ ବହୁ ପଛରେ ପଡ଼ିଯାଇଥିଲା।…

୨୦ ବର୍ଷ ପରେ ବି ସମସ୍ୟା ଘେରରେ ଗଞ୍ଜାଧର ସେଚ ପ୍ରକଳ୍ପ, ବିସ୍ଥାପନ ଦାବିରେ ଘେରାଉ

ବଲାଙ୍ଗିରର ଗଞ୍ଜାଧର ସେଚ ପ୍ରକଳ୍ପ ନିର୍ମାଣର ଦୁଇ ଦଶନ୍ଧି ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ବର୍ଷା ହେଲେ ଅନେକ ଗାଁ ବିଛିନ୍ନ ହେଉଥିବାରୁ ପ୍ରଭାବିତ ଲୋକେ…

ନଦୀରେ ମାଛ ଧରିବା ସମୟରେ ହୃଦଘାତରେ ଚାଲିଗଲା ଜୀବନ

ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜମ୍ବୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ମତ୍ସ୍ୟଜୀବୀ ଡଙ୍ଗାରେ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ହୃଦଘାତରେ…

ବାଙ୍କୀ ହରିରାଜପୁର ମହାନଦୀ କୂଳରେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ନିକଟ ମହାନଦୀ କୂଳରେ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ମହାନଦୀର ପ୍ରବାହରେ ଭାସି ଆସି…

ବେଲ୍‌ଜିୟମ୍‌ ଗସ୍ତରେ ଅନମୋଲଙ୍କ ଦଳ

ଶନିବାର ରାତିରେ ଭାରତୀୟ ଦଳ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଲଜିୟମ୍‌ ଗସ୍ତ କରିଛି।ଭାରତୀୟ କନିଷ୍ଠ ପୁରୁଷ ହକି ଦଳ: ଗୋଲରକ୍ଷକ-ବିବେକ ଲାକ୍ରା, କୁନାଲ ତିୱାତିଆ। ଆଗାମୀ…

SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା ; ବାଦ୍ ପଡିଲେ ୨୦ ଲକ୍ଷ ୧୪ ହଜାର ଭୋଟର

SIRରେ ଚିଠା ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତ ରାଜନୈତିକ ଦଳକୁ ଏହାର କପି ଦିଆଯାଇଛି। ୩ କୋଟି ୩୩ ଲକ୍ଷ ଭୋଟର ଥିଲେ। ୨୦ ଲକ୍ଷ ୧୪…

ମୁକୁଳା ଡ୍ରେନ୍ ସାଜିଛି ମୃତ୍ୟୁଫାଶ , ରାଜଧାନୀରେ ଯୁବକ ନିଖୋଜ

ଲଗାଣ ବର୍ଷା ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । ଖୋଲା ଓ ମୁକୁଳା ଡ୍ରେନ ଏବେ ସହରବାସୀଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି ।…