Blog

ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ , ସଂଖ୍ୟା ବଢ଼ି ୯

ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ…

ସମୁଦ୍ରରେ ନିଖୋଜ ୩ ଓଡ଼ିଆ ଭାଇ , ପରିବାରରେ କାନ୍ଦବୋବାଳି

ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନୀପୁର ଜିଲ୍ଲା ଶଙ୍କରପୁର ଉପକୂଳ ସମୁଦ୍ରରେ ନିଖୋଜ ଥିବା ୧୬ ଜଣକ ମଧ୍ୟରୁ ବାଲେଶ୍ୱର ଜିଲ୍ଲା ଭୋଗରାଇର ଗୋଟିଏ ପରିବାର ୩ ଜଣ…

ଦାଦନ ଯାଇ ପଙ୍ଗୁ ହୋଇ ଫେରିଲେ ଦୁଇ ଭାଇ , ବଲାଙ୍ଗୀରରୁ ହୃଦୟବିଦାରକ ଚିତ୍ର

ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା, ଦାଦନ ହୋଇ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ । ୫୦ହଜାର ଦେଇ କାମ ସାରିଦେଲା ଦାଦନ ଦଲାଲ, ସରକାରୀ ସହାୟତା…

ମାମୁଁ ଘରୁ ଶ୍ରୀକ୍ଷେତ୍ରକୁ ବାହାରିଲା ମହାପ୍ରଭୁଙ୍କ ଅଣସର ଭାର

ମହାପ୍ରଭୁଙ୍କ ଅଣସର ନୀତିର ଏକ ଅନନ୍ୟ ପରମ୍ପରା । ପ୍ରାଚୀ କ୍ଷେତ୍ର ନିଆଳିରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି ପବିତ୍ର ‘ଅଣସର ଭାର’ । ଶ୍ରୀଜିଉଙ୍କ ମାମୁଁ…

ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା’, ଫି’ ମାଗୁଛନ୍ତି କଲେଜ କର୍ତ୍ତୃପକ୍ଷ

ସରକାରଙ୍କ କଥା କେହି ଶୁଣିଲେନି, ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଫି’ ମାଗୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ…

ପାରଳାଖେମୁଣ୍ଡିରେ ଜୋରଦାର ଚାଲିଛି ରଥ ନିର୍ମାଣ , ଯୁଦ୍ଧକାଳୀନ ଭିତ୍ତିରେ କାମ

ଆଉ ଦିନ କେଇଟା ପରେ ରଥଯାତ୍ରା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପାରଳାଖେମୁଣ୍ଡି ରାଜଦାଣ୍ଡ ରଥ ଖଳାରେ ପ୍ରସ୍ତୁତ ହେଉଛି ତିନି ରଥ…

ବିଗ୍ରହ ନୁହେଁ, ଚାରି ପଥର ପିଣ୍ଡିରେ ହେଉଛି ମହାପ୍ରଭୁଙ୍କ ପୂଜା

ବିଗ୍ରହ ନୁହେଁ, ଚାରିଟି ପଥର ପିଣ୍ଡି । ତଥାପି ପ୍ରତିଦିନ ଲାଗି ରହିଛି ପୂଜାର୍ଚ୍ଚନା, ଭୋଗ ଓ ଭକ୍ତଙ୍କ ସମାଗମ । ଜଗନ୍ନାଥ ସଂସ୍କୃତିର ଏମିତି ଏକ…

ଲଲେଇ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ…

ରୋଜଗାର ପାଇଁ ଯାଇଥିଲେ , ସୁରତ ବନ୍ୟାରେ ନିଖୋଜ ହେଲେ ଓଡ଼ିଆ ଶ୍ରମିକ

ରୋଜଗାର ଆଶାରେ ଯାଇଥିଲେ ବନ୍ୟା ପାଣିରେ ଭାସି ଗଲେ । ଗୁଜୁରାଟର ସୁରତର ଲଗାଣ ବର୍ଷାର ଓଡ଼ିଆ ଶ୍ରମିକ ଭାସି ଯାଇଛନ୍ତି । ଗୁଜରାଟର ସୁରତ ସହରରେ…

୫ କୋଟିର ରାସ୍ତା ମାସେରେ ବେହାଲ , ଧସିଲା ବନ୍ଧ ରାସ୍ତା ଉଠିଲା ପିଚୁ

୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଲା ରାସ୍ତା, ହେଲେ ମାସେ ନପୂରୁଣୁ ଦେଖାଦେଲା ଫାଟ । କେଉଁଠି ଧସିଗଲା ରାସ୍ତା, ତ ଆଉ କେଉଁଠି ଉଠିଗଲା…

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ , ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ଶ୍ରୀ ଅଲାରନାଥ ପୀଠ । ଅଣସର ଦର୍ଶନର ଏକାଦଶ ଦିନରେ ମଧ୍ୟ ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା…

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ଆକ୍ସନ୍ , ୨୦ ଗୋରୁ ସହ ୩ ପିକଅପ୍ ଜବତ

ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ ଗୋରୁ ଚାଲାଣ ଉପରେ ଆକ୍ସନ୍ । ଗୋରୁ ବୋଝେଇ ୩ଟି ପିକଅପ୍ ଗାଡ଼ିକୁ ଅଟକାଇଲା ବଜରଙ୍ଗଦଳ । ଗାଡ଼ିରୁ ୨୦ଟି ଗୋରୁ ଜବତ…

୨୦୦ ପିଲାଙ୍କ ପାଇଁ ୨ ଶିକ୍ଷକ! ଆଶ୍ରମ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ସରକାର ବଦଳିଲା ହେଲେ ବଦଳିଲାନି ଶିକ୍ଷାବ୍ୟବସ୍ଥା । କୋରାପୁଟ ଲକ୍ଷ୍ମୀପୁର ଚାରଡ଼ା ଆଶ୍ରମ ବିଦ୍ୟାଳୟରେ ୨୦୦ ପିଲାଙ୍କୁ ଦୁଇଜଣ ଶିକ୍ଷକ । ପାଠ ପଢ଼ାଉଛନ୍ତି ମାଟ୍ରନ, ଶିକ୍ଷାନୀତି…

କନିଆ ଡବରୀ ଗାଁ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ପୋଖରୀରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ରତିପାଲି କନିଆ ଡବରୀ…