ପୁଣି ପୁରୀରେ ହତ୍ୟାକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା

ପୁଣି ପୁରୀରେ ହତ୍ୟାକାଣ୍ଡ । ଜଗନ୍ନାଥ ବଲ୍ଲଭ ଭିତରେ ବେଣ୍ଟ ପୋଖରୀ ନିକଟରେ ପଥରରେ ଛେଚି ଜଣଙ୍କୁ ହତ୍ୟା କରାଯାଇଛି । ଦୁଇ ମାନସିକ ବିକାରଗ୍ରସ୍ତଙ୍କ ମଧ୍ୟରେ…

ବେଣ୍ଟ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର , ଦିବ୍ୟଙ୍କ ନା କାଳିଆଙ୍କର ? ଡିଏନଏ ରିପୋର୍ଟକୁ ଅପେକ୍ଷା

ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳର ବେଣ୍ଟ ଜଙ୍ଗଲରୁ ମିଳିଥିବା ନରକଙ୍କାଳକୁ ନେଇ ବଢ଼ିବାରେ ଲାଗିଛି ରହସ୍ୟ । ମୃତଦେହର ପରିଚୟ ନିର୍ଦ୍ଧାରଣ ପାଇଁ ଡିଏନଏ ପରୀକ୍ଷା କରାଯାଉଥିବା…

ମାମଦାନିଙ୍କ ଟାର୍ଗେଟ୍‌ରେ RSS! ନ୍ୟୁୟର୍କ ଇଭେଣ୍ଟକୁ କଲେ ବିରୋଧ

ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ନେଇ ତେଜିଲା ବିବାଦ। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁନାହାନ୍ତି ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନି ।…

ସିରିଜ୍ ଅଳଙ୍କାର ଲୁଟ୍‌ର ପର୍ଦ୍ଦାଫାସ୍, ୨୧ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଜବତ

ବଡ଼ ଧରଣର ସିରିଜ୍ ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ୍ । ଗଞ୍ଜାମ ଓ ମୟୂରଭଞ୍ଜ ପୁଲିସର ମିଳିତ ଅଭିଯାନରେ ଧରାପଡ଼ିଛି ଅଳଙ୍କାର ଲୁଟେରା ଗ୍ୟାଙ୍ଗ୍ । ମୟୂରଭଞ୍ଜ…

ରାଜସ୍ଥାନ କୃଷିମନ୍ତ୍ରୀ କିରୋଡ଼ି ଲାଲ ମୀଣା ସ୍ୱାଇନ୍ ଫ୍ଲୁ ପଜିଟିଭ୍‌, ICUରେ ଭର୍ତ୍ତି

ରାଜସ୍ଥାନରେ ବଢ଼ୁଥିବା ସ୍ୱାଇନ୍ ଫ୍ଲୁ ଚିନ୍ତା ମଧ୍ୟରେ ଏବେ ସଂକ୍ରମିତ ହୋଇଛନ୍ତି ରାଜ୍ୟର କୃଷିମନ୍ତ୍ରୀ କିରୋଡ଼ି ଲାଲ ମୀଣା। H1N1 ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ…

ଇଦ୍-ଏ-ମିଲାଦ୍-ଉନ୍-ନବୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା , ଦେଲେ ଶାନ୍ତିର ବାର୍ତ୍ତା

ଆଜି ପବିତ୍ର ଇଦ୍-ଏ-ମିଲାଦ୍-ଉନ୍-ନବୀ । ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନକୁ ସ୍ମରଣ କରି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବ ପାଳନ କରାଯାଉଛି । ୨୦୨୬ରେ ଭାରତରେ…

ଟିନୋ ବେଷ୍ଟଙ୍କ ଆତ୍ମଜୀବନୀରେ ବଡ଼ ଖୁଲାସା , କ୍ରିକେଟ୍‌ ଦୁନିଆର ଅଜଣା କାହାଣୀ ସାମ୍ନାକୁ

କ୍ରିକେଟ୍ ମଇଦାନରେ ତୀବ୍ର ବୋଲିଂ, ଆଉ ମଇଦାନ ବାହାରେ ବେଶ୍ ରଙ୍ଗୀନ ଜୀବନ । ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଟିନୋ ବେଷ୍ଟଙ୍କ ଆତ୍ମଜୀବନୀ ‘Mind the…

୩୧ ଯାଏ ବର୍ଷାର ବଡ଼ ଆଲର୍ଟ , ଅନେକ ରାଜ୍ୟରେ ଭାରି ବର୍ଷା ସହ ବଜ୍ରପାତ ଆଶଙ୍କା

ପୁଣି ବର୍ଷାର ବଡ଼ ଆଲର୍ଟ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଜାରି ରହିବ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ,…

ଭଙ୍ଗା ପ୍ଲାଷ୍ଟିକ୍ ଟୋକେଇ ଫିଙ୍ଗନ୍ତୁ ନାହିଁ, ଏମିତି କରନ୍ତୁ ପୁଣି ବ୍ୟବହାର

ଭାଙ୍ଗିଯାଇଥିବା ପ୍ଲାଷ୍ଟିକ୍ ଟୋକେଇକୁ ଆଉ ଫିଙ୍ଗିବା ଦରକାର ନାହିଁ । ଟିକିଏ ସୃଜନଶୀଳତା ଦେଖାଇଲେ ପୁରୁଣା ଓ ଭଙ୍ଗା ଟୋକେଇକୁ ଘରର ଅନେକ କାମରେ ପୁଣି ବ୍ୟବହାର…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବର୍ଷା ଭୟ , କଲମ୍ବୋ ପାଣିପାଗ ଉପରେ ନଜର

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବର୍ଷା ସାଜିପାରେ ବଡ଼ ବାଧା । କଲମ୍ବୋରେ ଚାଲିଥିବା ଏହି ମ୍ୟାଚ୍‌ରେ ପାଣିପାଗ ଉପରେ ଏବେ ସମସ୍ତଙ୍କ ନଜର । ଦ୍ୱିତୀୟ ଟେଷ୍ଟ…

ସକାଳ ଜଳଖିଆରେ ନୂଆ ସ୍ୱାଦ , ୧୦ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ ସୁଜି ପରଟା

ସକାଳ ଜଳଖିଆରେ କିଛି ନୂଆ ଓ ସ୍ୱାଦିଷ୍ଟ ଖାଇବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ସହଜ ରେସିପି—ସୁଜି ପରଟା । ଏହା ସ୍ୱାଦିଷ୍ଟ…

ବାଂଲାଦେଶରେ ଶିକ୍ଷକଙ୍କ ପରିବାରର ନିର୍ମମ ହତ୍ୟା, ଗୋଟିଏ ଘରୁ ୪ ମୃତଦେହ ଉଦ୍ଧାର

ବାଂଲାଦେଶରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପରିବାରର ନିର୍ମମ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ରଙ୍ଗପୁରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କ…

ସୂର୍ଯ୍ୟାପେଟରେ ଭୟଙ୍କର ଦୁର୍ଘଟଣା, କଣ୍ଟେନରକୁ ପିଟିଲା ବସ୍‌; ଏକାଧିକ ମୃତ

ତେଲେଙ୍ଗାନାର ସୂର୍ଯ୍ୟାପେଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ହାଇଦ୍ରାବାଦରୁ ଏଲୁରୁ ଯାଉଥିବା ଏକ ବସ୍‌ ଏକ କଣ୍ଟେନର ସହ ଧକ୍କା ହେବା ପରେ ଘଟିଛି ବଡ଼ ଅଘଟଣ…

ଦିଲ୍ଲୀରେ ୧୭୭୭ କେସ୍, ବେଙ୍ଗାଲୁରୁରେ ବି ବଢ଼ୁଛି ସଂକ୍ରମଣ! କେତେ ଭୟଙ୍କର H1N1?

ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି H1N1 ଫ୍ଲୁ। ଦିଲ୍ଲୀ ପରେ ଏବେ ବେଙ୍ଗାଲୁରୁରେ ମଧ୍ୟ ବଢୁଛି ସଂକ୍ରମଣ ।  ତେବେ ପ୍ରଶ୍ନ ଉଠୁଛି ଦିଲ୍ଲୀ ଅପେକ୍ଷା ବେଙ୍ଗାଲୁରୁରେ…