ରାଜଧାନୀରେ ଲଜ୍ଜା : ଖଣ୍ଡଗିରି ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ

ରାଜଧାନୀରେ ଦୁଷ୍କର୍ମ । ଯୁବତୀଙ୍କ ଅଭିଯୋଗ ପରେ, ବନ୍ଧା ହେଲା ଅଭିଯୁକ୍ତ । ବିଉଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା କୋଳଥିଆ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଏକ ପାର୍ଲରରେ ଚାକିରି କରାଇ ଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା

ରାଜଧାନୀରେ ଦୁଷ୍କର୍ମ । ଯୁବତୀଙ୍କ ଅଭିଯୋଗ ପରେ, ବନ୍ଧା ହେଲା ଅଭିଯୁକ୍ତ । ବିଉଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା କୋଳଥିଆ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଏକ ପାର୍ଲରରେ ଚାକିରି କରାଇ ଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା। ଏନେଇ ଖଣ୍ଡଗିରି ଥାନାରେ ଏତଲା ବି ଦେଇଛନ୍ତି। ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।..

Leave a Reply

Your email address will not be published. Required fields are marked *