ତ୍ରିରଙ୍ଗା ଥାଳି ବଜେଟକୁ ନେଇ ଚିନ୍ତା, ପୋଷଣ ମାସରେ ଅନୁଦାନ କମ୍

ଅନୁଦାନ କମ୍, ହେଲେ ଆୟୋଜନ ଅଧିକ। ପୋଷଣ ମାସରେ ଅଙ୍ଗନବାଡ଼ି କର୍ମୀଙ୍କୁ ଘାରିଛି ତ୍ରିରଙ୍ଗା ଥାଳି ବଜେଟ୍ ଚିନ୍ତା । ଆସନ୍ତାକାଲିଠାରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ ପାଳନ ହେବ ।

ଅନୁଦାନ କମ୍, ହେଲେ ଆୟୋଜନ ଅଧିକ। ପୋଷଣ ମାସରେ ଅଙ୍ଗନବାଡ଼ି କର୍ମୀଙ୍କୁ ଘାରିଛି ତ୍ରିରଙ୍ଗା ଥାଳି ବଜେଟ୍ ଚିନ୍ତା । ଆସନ୍ତାକାଲିଠାରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ ପାଳନ ହେବ । ତ୍ରିରଙ୍ଗା ଥାଳିରେ ବିଭିନ୍ନ ପ୍ରକାର ଖାଦ୍ୟ ଓ ବ୍ୟଞ୍ଜନ ପରସିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏଥିପାଇଁ ମାତ୍ର ୬୦ ଟଙ୍କାର ଅନୁଦାନ ଯଥେଷ୍ଟ ନୁହେଁ ବୋଲି ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *