ଅମୃତସରରେ ୨୯ ଦିନ ଲେଖାଏଁ ଏବଂ ଲକ୍ଷ୍ନୌରେ ୨୭ ଦିନ ବିପଦପୂର୍ଣ୍ଣ ଗ୍ରୀଷ୍ମ ଅନୁଭୂତ ହୋଇଛି । ତିରୁଚିରାପଲ୍ଲୀରେ ୨୯ ଦିନ ଏବଂ ମଦୁରାଇରେ ୨୩ ଦିନ ଅତିରିକ୍ତ ସାଂଘାତିକ ଖରା ରେକର୍ଡ କରାଯାଇଛି ।
ଅମୃତସରରେ ୨୯ ଦିନ ଲେଖାଏଁ ଏବଂ ଲକ୍ଷ୍ନୌରେ ୨୭ ଦିନ ବିପଦପୂର୍ଣ୍ଣ ଗ୍ରୀଷ୍ମ ଅନୁଭୂତ ହୋଇଛି । ତିରୁଚିରାପଲ୍ଲୀରେ ୨୯ ଦିନ ଏବଂ ମଦୁରାଇରେ ୨୩ ଦିନ ଅତିରିକ୍ତ ସାଂଘାତିକ ଖରା ରେକର୍ଡ କରାଯାଇଛି । ମୁମ୍ବାଇରେ ସର୍ବାଧିକ ୮୬ ଦିନ ତାପମାତ୍ରା ଉପରେ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଥିଲା । ୧୯୯୧-୨୦୨୦ ସମୟସୀମା ତୁଳନାରେ ୯୦ ପ୍ରତିଶତରୁ ଅଧିକ ଗରମ ଦିନଗୁଡ଼ିକୁ ଏହି ବିପଜ୍ଜନକ ତାଲିକାରେ ରଖାଯାଇଛି, ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।
୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର
କ୍ଲାଇମେଟ୍ ସେଣ୍ଟ୍ରାଲର ବିଶ୍ଳେଷଣରୁ ଚାଞ୍ଚଲ୍ୟକର ତଥ୍ୟ
୨୦୨୬ ଜୁନ୍ରୁ ଅଗଷ୍ଟ ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ
ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର ୧୧.୭ କୋଟି ଭାରତୀୟ
ବିଶ୍ୱରେ ଚୀନ୍ ଦ୍ୱିତୀୟ, ଇଣ୍ଡୋନେସିଆ ତୃତୀୟ
ଶ୍ରୀନଗରରେ ସର୍ବାଧିକ ୫୩ ଦିନ ଅତିରିକ୍ତ ଉତ୍ତାପ ବୃଦ୍ଧି ରେକର୍ଡ
ଚେନ୍ନାଇରେ ୪୦, ରାଜକୋଟ ଓ ଅମୃତସରରେ ୨୯ ଦିନ
ଲକ୍ଷ୍ନୌରେ ୨୭ ଦିନ ବିପଦପୂର୍ଣ୍ଣ ଗ୍ରୀଷ୍ମ ଅନୁଭୂତ ହୋଇଛି
ମୁମ୍ବାଇରେ ସର୍ବାଧିକ ୮୬ ଦିନ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଥିଲା
ଏହି ସମୟର ତାପମାତ୍ରା ୧୯୯୧-୨୦୨୦ ବାର୍ଷିକ ହାରାହାରି ତୁଳନାରେ ୦.୭ ଡିଗ୍ରି ସେଲ୍ସିୟସ୍ ଅଧିକ
୯.୪ କୋଟି ଲୋକଙ୍କ ସହ ଚୀନ୍ ଦ୍ୱିତୀୟ ଏବଂ ୮.୩ କୋଟି ଲୋକଙ୍କ ସହ ଇଣ୍ଡୋନେସିଆ ତୃତୀୟ ସ୍ଥାନରେ

