ଦୀର୍ଘ ୨୪ବର୍ଷ ପରେ ଫେରୁଛନ୍ତି ଧକଧକ୍ ଗାର୍ଲ : ଜାଣନ୍ତୁ କେତେ ନେବେ ପାରିଶ୍ରମିକ

ବଲିଉଡର ବିଗବି ଅମିତାଭ ବଚ୍ଚନ  କେବଳ ବଡ଼ ପରଦାରେ ନୁହେଁ, ଟେଲିଭିଜନରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର କୁଇଜ୍ ସୋ, ‘କୌନ୍ ବନେଗା କରୋଡ଼ପତି’  ସହିତ ଦର୍ଶକଙ୍କ ମନରୋଞ୍ଜନ କରି ଆସୁଛନ୍ତି ।

 ବଲିଉଡର ବିଗବି ଅମିତାଭ ବଚ୍ଚନ  କେବଳ ବଡ଼ ପରଦାରେ ନୁହେଁ, ଟେଲିଭିଜନରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର କୁଇଜ୍ ସୋ, ‘କୌନ୍ ବନେଗା କରୋଡ଼ପତି’  ସହିତ ଦର୍ଶକଙ୍କ ମନରୋଞ୍ଜନ କରି ଆସୁଛନ୍ତି । କେବିସିର ୧୮ତମ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ସୁପରଷ୍ଟାର ମାଧୁରୀ ଦିକ୍ଷିତି  ଦୀର୍ଘ ୨୪ ବର୍ଷ ପରେ ‘କୌନ୍ ବନେଗା କରୋଡ଼ପତି’ର ମରାଠୀ ସଂସ୍କରଣରେ ଉପସ୍ଥାପିକା ଭାବେ ଫେରୁଛନ୍ତି । 

ଅମିତାଭ ବଚ୍ଚନ ଏହି ‌ସୋ’ ଜରିଆରେ ଦର୍ଶକଙ୍କ ଭିତରେ ଏକ ଗଭୀର ଛାପ ସୃଷ୍ଟି କରି ସାରିଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ମାଧୁରୀ ଦୀକ୍ଷିତ ‘କୌଣ ହୋଣାର କରୋଡପତି’ ର ଅଷ୍ଟମ ସିଜିନର ଦାୟିତ୍ୱ ନେଇଛନ୍ତି। ଏହି ଭୂମିକା ପାଇଁ ସେ କୋଟି କୋଟି ଟଙ୍କାର ପାରିଶ୍ରମିକ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *