ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଆୟର୍ଲାଣ୍ତ ଓ ଇଂଲଣ୍ତ ସିରିଜ୍‌ରୁ ବାଦ ପଡ଼ିଲେ ଏହି ବୋଲର୍‌

ଆୟର୍ଲାଣ୍ତ ଓ ଇଂଲଣ୍ତ ଟି-ଟ୍ୱେଣ୍ଟି ସିରିଜ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ । ବିସିସିଆଇ ପକ୍ଷରୁ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

ଟିମ୍‌ ଇଣ୍ତିଆକୁ ବଡ଼ ଝଟକା । ଆୟର୍ଲାଣ୍ତ ଓ ଇଂଲଣ୍ତ ଟି-ଟ୍ୱେଣ୍ଟି ସିରିଜ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ । ବିସିସିଆଇ ପକ୍ଷରୁ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି । ଆଇପିଏଲ୍‌ରେ ସିରାଜଙ୍କ ପ୍ରଦର୍ଶନ ବେଶ୍‌ ଦର୍ଶନୀୟ ରହିଥିଲା ।

ସୂଚନାନୁଯାୟୀ ବିସିସିଆଇ ୱାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ନଜରରେ ରଖି ସିରାଜଙ୍କୁ ଦୁଇଟି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । କେବଳ ସିରାଜ ନୁହଁନ୍ତି, ଟିମ୍‌ ଇଣ୍ତିଆର ଆଉ ଜଣେ ଷ୍ଟାର୍‌ ବୋଲର୍‌ ଜସପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

Leave a Reply

Your email address will not be published. Required fields are marked *