ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରୁପ। ଆଜି ଭୋର ସମୟରେ ପମ୍ପାସର ସେକ୍ସନ ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ଏକ ଦନ୍ତା ହାତୀ ଗ୍ରାମର କାଳିଆ ଦେହୁରୀ ଙ୍କ ଘର ଭିତରକୁ ପଶିଥିଲା।
ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରୁପ।ଆଜି ଭୋର ସମୟରେ ପମ୍ପାସର ସେକ୍ସନ ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ଏକ ଦନ୍ତା ହାତୀ ଗ୍ରାମର କାଳିଆ ଦେହୁରୀ ଙ୍କ ଘର ଭିତରକୁ ପଶିଥିଲା। ଘର ଖଣ୍ଡିଶା ତାଡି ଧାନ ବସ୍ତା ରୁ ଧାନ ଖାଇଥିଲା।ଖବର ପାଇ ବନ ବିଭାଗ ପଂହଁଚି ହାତୀକୁ ଘଉଡ଼ାଇ ଥିଲେ।ପରିବାର ବର୍ଗ ଭୟଭୀତ ରେ ଅଛନ୍ତି । ଗ୍ରାମବାସୀ ତରଫରୁ ଗ୍ରାମକୁ ସୋଲାର ବାଡ଼ ଓ ବନ୍ଧଲି ପାଖରେ ଏକ ହାଇମାକ୍ସ ଲାଇଟ ଲଗାଇବା ପାଇଁ ଦାବୀ କରିଥିଲେ ମଧ୍ୟ ବନବିଭାଗ ଲଗାଉ ନାହିଁ।ଏ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।।

