ପୁରୀ ନିମାପଡ଼ାରେ ପୁଲିସକୁ ଆକ୍ରମଣ ଘଟଣା : ଅଭିଯୁକ୍ତ ମା’-ପୁଅଙ୍କୁ ଗିରଫ କଲା ପୁଲିସ

ପୁରୀ ଜିଲ୍ଲା ନିମାପଡ଼ାରେ ପୁଲିସକୁ ଆକ୍ରମଣ । ନିମାପଡା ବ୍ଲକ ହରିପୁର ଗାଁରେ ଦୁଇ ଅଭିଯୁକ୍ତ ମା ଓ ପୁଅଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ । ବଳଙ୍ଗା ଥାନା ଅଧିକାରୀଙ୍କ ସମେତ ୨ଜଣ ହୋମ ଗାର୍ଡଙ୍କୁ ଆକ୍ରମଣ କରାଯାଇଛି।  

 ପୁରୀ ଜିଲ୍ଲା ନିମାପଡ଼ାରେ ପୁଲିସକୁ ଆକ୍ରମଣ । ନିମାପଡା ବ୍ଲକ ହରିପୁର ଗାଁରେ ଦୁଇ ଅଭିଯୁକ୍ତ ମା ଓ ପୁଅଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ । ବଳଙ୍ଗା ଥାନା ଅଧିକାରୀଙ୍କ ସମେତ ୨ଜଣ ହୋମ ଗାର୍ଡଙ୍କୁ ଆକ୍ରମଣ କରାଯାଇଛି।  ଆକ୍ରମଣର ଶିକାର ହୋଇଛନ୍ତି ବଳଙ୍ଗା ଥାନା ଅଧିକାରୀ ସସ୍ମିତା ସାହୁ । ଅଭିଯୁକ୍ତଙ୍କ ନାଁରେ ୮୦ ହଜାରରୁ ଅଧିକ ଟଙ୍କା ଠକେଇ ଭଳି ସଂଗୀନ ଅଭିଯୋଗ ଥିଲା। ପୁଲିସ ମାଆ ଓ ପୁଅଙ୍କୁ ଧରିବାକୁ ଯାଇଥିଲା। ସେହି ସମୟରେ ପୁଲିସକୁ ଆକ୍ରମଣ ହୋଇଛି। ଆହତ ପୋଲିସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *