ଦୁଇଟି ତଦନ୍ତ କମିସନ ରିପୋର୍ଟ ଗାଏବ ପ୍ରସଙ୍ଗରେ କ୍ୟାପିଟାଲ ଥାନାରେ ଏତଲା ଦାୟର କରାଯାଇଛି । ଗୃହ ବିଭାଗ ଯୁଗ୍ମ ସଚିବ ଦେଲେ ଏତଲା । ନାଇଡୁ କମିସନ ରିପୋର୍ଟ ଗାଏବ ଅଭିଯୋଗ ହୋଇଛି ।
କମିସନ ରିପୋର୍ଟ ଗାଏବ ଘଟଣାରେ ଥାନାରେ ଏତଲା ହୋଇଛି । ଦୁଇଟି ତଦନ୍ତ କମିସନ ରିପୋର୍ଟ ଗାଏବ ପ୍ରସଙ୍ଗରେ କ୍ୟାପିଟାଲ ଥାନାରେ ଏତଲା ଦାୟର କରାଯାଇଛି । ଗୃହ ବିଭାଗ ଯୁଗ୍ମ ସଚିବ ଦେଲେ ଏତଲା । ନାଇଡୁ କମିସନ ରିପୋର୍ଟ ଗାଏବ ଅଭିଯୋଗ ହୋଇଛି । ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଆରଡିସି ତଦନ୍ତ ରିପୋର୍ଟ ଗାଏବ ଅଭିଯୋଗ ହୋଇଛି ।

