ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା,  ଜଙ୍ଗଲରେ ଛଡ଼ାଗଲା

ଅସୁସ୍ଥ ଜଙ୍ଗଲୀ ଦନ୍ତା ହାତୀର ଚିକିତ୍ସା । ଚିକିତ୍ସା ପରେ ସୁସ୍ଥ ହେବା ପାଇଁ ଜଙ୍ଗଲରେ ଛାଡ଼ି ଦିଆଗଲା ହାତୀ । ଚନ୍ଦକା ଅଭୟାରଣ୍ୟରେ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ଏହି ଦନ୍ତା ହାତୀକୁ ନନ୍ଦନକାନନ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଚିକିତ୍ସା କରାଯାଇଛି ।

ଅପରାହ୍ନ ପ୍ରାୟ ୪ଟାରେ ହାତୀକୁ ନିଶ୍ଚେତକ ପ୍ରୟୋଗ କରିବାରେ ସଫଳ ହୋଇଥିଲେ ନନ୍ଦନକାନନ କର୍ମଚାରୀ । ଏହାପରେ ଆବଶ୍ୟକ ସମସ୍ତ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ହାତୀର ସୁସ୍ଥତା ପାଇଁ ତାକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏନେଇ ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *