ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, MMDR ବିଲ ପ୍ରତ୍ୟାହାର ସହିତ ବନ୍ୟା ପ୍ରଭାବିତ ଅଂଚଳରେ ସହାୟତା ଦାବୀ ନେଇ ରାୟଗଡାରେ ଇଣ୍ଡି ମେଣ୍ଟ ପକ୍ଷରୁ ସ୍ଥାନୀୟ କପିଳାଶ ଛକରେ ଚାଲିଛି ବିକ୍ଷୋବ ।
ଆଜି ୪ଦଫା ଦାବି ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦର ପ୍ରଭାବ ରାୟଗଡାରେ ଦେଖିବାକୁ ମିଳିଛି । ମୁଖ୍ୟତଃ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, MMDR ବିଲ ପ୍ରତ୍ୟାହାର ସହିତ ବନ୍ୟା ପ୍ରଭାବିତ ଅଂଚଳରେ ସହାୟତା ଦାବୀ ନେଇ ରାୟଗଡାରେ ଇଣ୍ଡି ମେଣ୍ଟ ପକ୍ଷରୁ ସ୍ଥାନୀୟ କପିଳାଶ ଛକରେ ଚାଲିଛି ବିକ୍ଷୋବ । ରାୟଗଡାରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାତାୟତ ଠପ ହୋଇପଡିଛି ।

