ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁରରେ ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୋନପୁର ଥାନା ସୁବର୍ଣ୍ଣନଗରରେ ଘଟିଛି ଅଘଟଣ । ମୃତକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ଉମେଶ ନାଏକ । ସେ ଜିଓ ଅପ୍ଟିକାଲ ଫାଇବରରେ କାମ କରୁଥିବା ଜଣାପଡ଼ିଛି ।

 ସୁବର୍ଣ୍ଣପୁରରେ ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୋନପୁର ଥାନା ସୁବର୍ଣ୍ଣନଗରରେ ଘଟିଛି ଅଘଟଣ । ମୃତକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ଉମେଶ ନାଏକ । ସେ ଜିଓ ଅପ୍ଟିକାଲ ଫାଇବରରେ କାମ କରୁଥିବା ଜଣାପଡ଼ିଛି ।

ସହଯୋଗୀମାନଙ୍କ ସହ ଏକ ଭଡ଼ାଘରେ ରହୁଥିଲେ ଉମେଶ । ଗତ ରାତିରେ ଘର ଭିତରେ ତାଙ୍କ ମୃତଦେହ ମିଳିଥିଲା । ସକାଳୁ ସହଯୋଗୀମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *