ଜଙ୍ଗଲରେ ଚରୁଥିବା ବେଳେ ଗାଈ ପାଟିରେ ଫୁଟିଲା ବୋମା : ଅନୁଗୁଳ ପାଳଲହଡ଼ା ରଜଡଙ୍ଗ ଗାଁରେ ଅଭାବନୀୟ ଘଟଣା

ଜଙ୍ଗଲରେ ଚରୁଥିବା ବେଳେ ଗାଈ ପାଟିରେ ଫୁଟିଲା ବୋମା। ବିସ୍ଫୋରଣରେ ଗାଈ ଗୁରୁତର ଆହତ। ବାର୍‌ହା ଶିକାର ପାଇଁ ଦୁର୍ବୃତ୍ତମାନେ ପକାଇଥିବା ବୋମା ଖାଇବା ଫଳରେ ଗାଈ ପାଟିରେ ବୋମା ଫୁଟି ଏ ଅଘଟଣ ଘଟିଛି।

ଜଙ୍ଗଲରେ ଚରୁଥିବା ବେଳେ ଗାଈ ପାଟିରେ ଫୁଟିଲା ବୋମା। ବିସ୍ଫୋରଣରେ ଗାଈ ଗୁରୁତର ଆହତ। ବାର୍‌ହା ଶିକାର ପାଇଁ ଦୁର୍ବୃତ୍ତମାନେ ପକାଇଥିବା ବୋମା ଖାଇବା ଫଳରେ ଗାଈ ପାଟିରେ ବୋମା ଫୁଟି ଏ ଅଘଟଣ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ପାଳଲହଡ଼ା ରଜଡଙ୍ଗ ଗାଁରେ। ଗାଁର ପ୍ରମୋଦ ସାହୁଙ୍କ ଗାଈ ଚରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗୁରୁତର ଆହତ ହୋଇଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *