ପାକିସ୍ତାନରେ ଆତଙ୍କବାଦୀଙ୍କ ଦ୍ୱାରା ଛଅ ନିହତ : ସୋସିଆଲ ମିଡିଆରେ ପୋଷ୍ଟ

ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ଚେକ୍ ପଏଣ୍ଟ୍ ଉପରେ ହୋଇଥିବା ଆକ୍ରମଣ ରେ ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀମାନେ ଛଅ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କୁ ହତ୍ୟା କରିବା ସହ…

ଜଲଗାଓଁରେ କାର୍-ବାଇକ୍ ଦୁର୍ଘଟଣା : ଛଅ ମୃତ୍ୟୁ

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଆସୁଥିବା କାର୍ ଏକ ମୋଟରସାଇକେଲ୍‌କୁ ଧକ୍କା  ଦେବାରୁ ଛଅ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ…

ଜୟପୁର ବାଣ କାରଖାନାରେ ଅଗ୍ନିକାଣ୍ଡ : ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ

ରାଜସ୍ଥାନ ଜୟପୁର ର କୋହ ନାଗୋରିଆନ ଥାନା ଅନ୍ତର୍ଗତ ଆୟଶା ନଗର ତଲାଇଠାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବେଆଇନ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ତ…

ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ୍

ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି । ସୂଚନା ଅନୁସାରେ, ସେ ମୋଟ ୪…

ମମତାଙ୍କ କାଳୀଘାଟ କାର୍ଯ୍ୟାଳୟରେ ସିଆଇଡି ଟିମ୍, ୮ ଦିନିଆ ପୁଲିସ ହେପାଜତରେ ବିଧାୟକ ସବ୍ୟସାଚୀ ଦତ୍ତା

ଏହି ମାମଲା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ପାଇଁ ସଂରକ୍ଷିତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ଏକ ପ୍ରସ୍ତାବରେ କିଛି ଟିଏମସି  ବିଧାୟକଙ୍କ ସ୍ୱାକ୍ଷରରେ ହୋଇଥିବା କଥିତ…

ପଞ୍ଚାୟତ ପାଇଁ ଅର୍ଥ କମିସନଙ୍କ ଗାଇଡଲାଇନ : ପଞ୍ଚାୟତର ରାଜସ୍ବ ବଢ଼ାଇବାକୁ ସରକାରଙ୍କୁ ଟାର୍ଗେଟ

ବଦଳିବ ଗ୍ରାମିଣ ଓଡ଼ିଶାର ଚିତ୍ର । ପଞ୍ଚାୟତର ବିକାଶ ପାଇଁ ଅର୍ଥ କମିସନଙ୍କ ସୁପାରିଶ । ପଞ୍ଚାୟତରେ ରହୁଥିବା ଲୋକଙ୍କୁ ଏବେ ଗଣିବାକୁ ପଡ଼ିବ ଟିକସ ।…

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା

ଦୀଘା ଜଗନ୍ନାଥ ମନ୍ଦିର ଧାନ ନେଇ ବଡ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି…

ପାକିସ୍ତାନ ନୂତନ ରଣନୀତି : ଭାରତୀୟ ବେକାର ଯୁବବର୍ଗଙ୍କୁ ଟାର୍ଗେଟ କରୁଛି ଶାହଜାଦ ଭଟ୍ଟି ଗ୍ୟାଙ୍ଗ

ପାକିସ୍ତାନର ପରିସ୍ଥିତି ଖରାପ ହେବାରେ ଲାଗିଛି, କିନ୍ତୁ ପାକିସ୍ତାନ ନିଜ ଖରାପ କାର୍ଯ୍ୟରୁ ନିବୃତ୍ତ ହେବାର ନା ଧରୁନି। ଏବେ ପାକିସ୍ତାନ ଏକ ନୂତନ ରଣନୀତି ବ୍ୟବହାର…

ହଟିଲା ଧାମ ଶବ୍ଦ, ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ହେବ ପୂଜାର୍ଚ୍ଚନା : ଖୁସି ବ୍ୟକ୍ତ କଲେ ଜଗନ୍ନାଥ ପ୍ରେମୀ

ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ କୁହାଯିବ ନାହିଁ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ…

ରାଜନୀତିରେ ଇତିହାସ ରଚିବେ ମୋଦୀ; ରାତି ପାହିଲେ ଭାଙ୍ଗିବେ ନେହରୁଙ୍କ ରେକର୍ଡ

ନରେନ୍ଦ୍ର ଦାମୋଦର ଦାସ ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ୨୦୧୪ରେ ଶପଥ ନେଲା ବେଳେ କେହି କେବେ କଳ୍ପନା କରିନଥିବେ ଯେ, ଦୀର୍ଘ ୧୨ ବର୍ଷ…

ସଙ୍କଟରେ ଆଞ୍ଚଳିକ ଦଳ ! ବଢ଼ୁଛି ଜାତୀୟ ଦଳର ପ୍ରଭାବ

ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ, କଡ଼ ଲେଉଟାଉଛି ଭାରତୀୟ ରାଜନୈତିକ ଦୃଶ୍ୟପଟ । ଟିଏମ୍‌ସି, ଶିବସେନା, ଏନ୍‌ସିପି, ଶିରୋମଣି ଅକାଳୀ ଦଳ, ଆର୍‌ଜେଡି, ବିଜେଡି, ଆପ୍,…

ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋଦୀ : ଅଭିନନ୍ଦନ ଜଣାଇଲେ ବିଶ୍ବନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଦିନର ପୂର୍ବ ସନ୍ଧ୍ୟାରେ ବିଶ୍ୱ ନେତାମାନଙ୍କଠାରୁ ତାଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିଛି।…

ଗାଏକ୍ୱାଡ୍‌ଙ୍କ ଶତକ; ଶ୍ରୀଲଙ୍କା ‘ଏ’କୁ ୮ ରନ୍‌ରେ ହରାଇଲା ଭାରତ ‘ଏ’

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ‘ଏ’ ଋତୁରାଜ ଗାଏକ୍ୱାଡ୍‌ଙ୍କ ଶତକ ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ…

ଏମ୍ସ ସମେତ ରାଜ୍ୟର ୩୫ ହସ୍ପିଟାଲ୍‌କୁ ସ୍ୱାସ୍ଥ୍ୟ ବିଭାଗର ନୋଟିସ୍‌; ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବୈଧତା ସରିଥିବାରୁ ନୋଟିସ୍‌

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବୈଧତା ସରିଯାଇଥିବାରୁ ଏବଂ ଏହାର ନବୀକରଣ କରାଯାଇନଥିବାରୁ ନୋଟିସ୍‌ କରାଯାଇଛି । ୫ଦିନ ଭିତରେ ନବୀକରଣ ପ୍ରମାଣପତ୍ର ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ…

ସ୍ବାସ୍ଥ୍ୟସେବା ସୁଦୃଢ଼ୀକରଣ ଦିଗରେ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ; ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ ନୂଆ ପଦବୀ ମଞ୍ଜୁର

ଏହି ନିଷ୍ପତ୍ତି କେବଳ ନୂତନ ପଦବୀ ସୃଷ୍ଟିରେ ସୀମିତ ନୁହେଁ; ବରଂ ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ଅଧିକ…