ଟ୍ରକ୍କୁ ଧକ୍କା ଦେଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟେମ୍ପୋ-ଟ୍ରାଭେଲର୍ ଗାଡ଼ି ; ୪ ମୃତ, ୭ ଆହତ
ରାଜସ୍ଥାନର ବାଲୋତ୍ରାରୁ ଶ୍ରଦ୍ଧାଳୁଙ୍କୁ ନେଇ ଅମୃତସର୍ସ୍ଥିତ ସ୍ବର୍ଣ୍ଣମନ୍ଦିର ଓ ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯିବାକୁ ବାହାରିଥିବା ଏକ ଟେମ୍ପୋ-ଟ୍ରାଭେଲର୍ ଗାଡ଼ି ଅମୃତସର୍ -ଜାମନଗର ହାଇୱେରେ ରାସ୍ତାରେ…
