Blog

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ବାକି ରହିଛି ? କେବେ ନେବେ ଅବସର

ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ବିରୋଧୀ ଦଳ ସଂସଦରେ…

କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡ଼ିର ଚାଦରରେ ଢାଙ୍କି ହେଲା ଫୁଲବାଣୀ

କିଛି ଦିନ ହେଲା କନ୍ଧମାଳକୁ ଛୁଇଁଛି ପହିଲି ଶୀତ । ଶୀତ ଆଗମନ ସାଙ୍ଗକୁ କୁହୁଡି ଆସ୍ତରଣରେ ସଜେଇ ହେଇଛି ଫୁଲବାଣୀ ସହର। ସକାଳୁ ସକାଳୁ ଶୀତର…

ମୋଦୀ @ ୨୫: ଟ୍ୱିଟରରୁ ରିଚ୍ ପର୍ଯ୍ୟନ୍ତ ସବୁ ଯାଇଛି ବଦଳି

୨୫ ବର୍ଷ ପୂର୍ବେ ୭ ଅକ୍ଟୋବର ୨୦୦୧ ରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପ୍ରାୟ ୧୩ ବର୍ଷ ପରେ ସେ ଦେଶର ପ୍ରଧାନମନ୍ତ୍ରୀ…

ବିବାହ ପାଇଁ ଅପେକ୍ଷା କରିଥିଲା କନିଆଁ, ହେଲେ ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ

ଆଜି ଅକ୍ଟୋବର ୭, ଏହି ଦିନ ଭି. ତେଜାଙ୍କ ୩୧ତମ ଜନ୍ମଦିନ ହୋଇଥାନ୍ତା । କିନ୍ତୁ ଜନ୍ମଦିନରେ ଘରକୁ ଫେରିଲା ତାଙ୍କ ମରଶରୀର । ଯେଉଁ ଘରେ…

RBIର ବଡ଼ ନିଷ୍ପତ୍ତି: ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ହୋମ୍ ଲୋନ୍-କାର୍ ଲୋନ୍ EMI

ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଜ ହାର ବୃଦ୍ଧି ଘୋଷଣା କରିଛନ୍ତି । RBI…

CEC ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ ଅଚାନକ ସ୍ଥଗିତ, ଦିଲ୍ଲୀରେ ବିରୋଧ ମଧ୍ୟରେ ବଡ଼ ନିଷ୍ପତ୍ତି

ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ କମିଶନର ଅନ୍ୟ ଅଧିକାରୀମାନେ ଅକ୍ଟୋବର ୭ ଓ ୮ ତାରିଖରେ ଛତିଶଗଡ଼ ଗସ୍ତ କରିବାର ଥିଲା । କିନ୍ତୁ ‘ଅପରିହାର୍ଯ୍ୟ କାରଣ’…

ଏହା ଅଗ୍ରହଣୀୟ ନୁହେଁ: କୃଷ୍ଣସାଗରରେ ରୁଷିଆ ଆକ୍ରମଣରେ ଆହତ ଭାରତୀୟ ନାବିକଙ୍କୁ ନେଇ ଭାରତର କଡ଼ା ପ୍ରତିକ୍ରିୟା

କୃଷ୍ଣ ସାଗରରୁ ଉପସାଗର ଅଞ୍ଚଳକୁ ଯାଉଥିବା ବେସାମରିକ ଜାହାଜ ଉପରେ ଆକ୍ରମଣ ଠିକ୍ ନୁହେଁ। ଜାତିସଂଘରେ ଏକ ଅଚଳାବସ୍ଥା ରହିଛି ଏବଂ କିଛି ଦେଶ ଏହାର ସଂସ୍କାରକୁ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼, ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା

ପୁଣି ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ । ଥାନାରେ ହାଜର ହେବେ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ, କଫି କ୍ଲବକୁ ସମର୍ଥନ କରି ଭାରତକୁ ବିରୋଧ କଲା ପାକିସ୍ତାନ

ଇଫତିକାର ଅହମ୍ମଦ ‘ୟୁନାଇଟିଂ ଫର୍ କନସେନ୍ସସ୍’ ଗୋଷ୍ଠୀ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହା ଅଧିକ ନିର୍ବାଚିତ ସଦସ୍ୟଙ୍କ ସହିତ ଏକ ପରିଷଦ ପାଇଁ ସମର୍ଥନ…

ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ବଡ଼ ଆଶ୍ୱସ୍ତି: ଯିବାକୁ ପଡ଼ିବନି ଜେଲ୍,ମିଳିଲା ଜାମିନ

ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ସେପ୍ଟେମ୍ବର ୪ ତାରିଖରେ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଗିରଫ କରାଯାଇଥିଲା।ଏକ ପୋଡକାଷ୍ଟରେ ସେ ମାଡ଼ ମାରିଥିବା ସ୍ୱୀକାର କରିବା ପରେ ତାଙ୍କ ଗିରଫଦାରୀ ହୋଇଥିଲା।…

SDC ପରିଚାଳନାରେ ଅବ୍ୟବସ୍ଥା, ଗାଡ଼ି-ଷ୍ଟାଫ୍‌-ପାଣ୍ଠି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ପରିଚାଳନାରେ ଅବ୍ୟବସ୍ଥା ନେଇ ଅଧ୍ୟକ୍ଷମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଡ଼ି, କର୍ମଚାରୀ, ଆବାସ, ପାଣ୍ଠି…

ଏଣିକି ବିମାନ ଟିକେଟ୍ ପାଇଁ ଗଣିବେ ଅଧିକ ଟଙ୍କା, ଇଣ୍ଡିଗୋ ବଢ଼ାଇଲା ଭଡ଼ା

ଇଣ୍ଡିଗୋ ପକ୍ଷରୁ ଘରୋଇ ଉଡ଼ାଣ ପାଇଁ ଫ୍ୟୁଏଲ ସରଚାର୍ଜରେ ୧୦୦ ଟଙ୍କାରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯାତ୍ରାର ଦୂରତା ଅନୁସାରେ ଏହି ଚାର୍ଜ ଭିନ୍ନ…

ଝାରପଡ଼ା ଦୁର୍ଗାପୂଜାରେ ପୁଣି ବିବାଦ: ତୋରଣ କାମ ବନ୍ଦ, ଥାନା ଘେରାଉ କରିବ ପୁରୁଣା କମିଟି

ରାସ୍ତା ଉପରେ ତୋରଣ ନିର୍ମାଣକୁ ନେଇ ଝାରପଡ଼ା ଦୁର୍ଗାପୂଜାର ଦୁଇ କମିଟି ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ପୁରୁଣା କମିଟିର ତୋରଣ କାମ ପୁଲିସ ବନ୍ଦ କରିଥିବା…

SIRକୁ ନେଇ ତେଜିଲା ବିବାଦ, ଫର୍ମ-୬ରେ ରାହୁଲ-ନିର୍ବାଚନ କମିସନ ମୁହାଁମୁହିଁ

ଦେଶରେ ଏସ୍‌ଆଇଆର ରଦ୍ଦ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ବିକ୍ଷୋଭ ଭିତରେ ଫର୍ମ-୬କୁ ନେଇ ବଡ଼ ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ…

ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ଉଚ୍ଚଶିକ୍ଷା ବିଭାଗର ବଡ଼ ବୈଠକ

ଛାତ୍ର ସଂସଦ ନିର୍ବାଚନର ପ୍ରସ୍ତୁତିକୁ ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ…