ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଇତିହାସର ସର୍ବବୃହତ ତୈଳ ଚୁକ୍ତି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସହିତ ଏକ ବଡ଼ ଚୁକ୍ତି ଘୋଷଣା କରିଛନ୍ତି। ଯଦି ଏହି ଚୁକ୍ତି କାର୍ଯ୍ୟକାରୀ ହୁଏ, ତେବେ ଆମେରିକା ଭେନେଜୁଏଲାରେ ଥିବା ବିଶାଳ…

ପୁଞ୍ଛରେ ଭାରତ-ପାକ୍ ସୀମାନ୍ତରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ : ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି) ନିକଟବର୍ତ୍ତୀ ଅଞ୍ଚଳରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ…

ଭାରତ ସରକାର ଏବଂ ବିରୋଧୀ ଦଳ ନେପାଳ ସହାୟତା ପାଇଁ ଏକଜୁଟ

ମହାଜଳପ୍ରଳୟ ପରେ ଭାରତ ପଡ଼ୋଶୀ ନେପାଳକୁ ରିଲିଫ୍ ଏବଂ ସହାୟତା ଯୋଗାଇବାରେ ନିୟୋଜିତ ଅଛି । ଭାରତ ଏପର୍ଯ୍ୟନ୍ତ ୪୦ ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇ…

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ : କ୍ଷୀର ଲିଟର ପିଛା ୯ ଟଙ୍କା ବୃଦ୍ଧି

 ଗଣେଶ ପୂଜା ଓ ଆଗାମୀ ପାର୍ବଣ ଋତୁ ପୂର୍ବରୁ ମୁମ୍ବାଇବାସୀଙ୍କ ଘରୋଇ ବଜେଟ୍ ଉପରେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ”ବମ୍ବେ ମିଲ୍କ ପ୍ରୋଡ୍ୟୁସର୍ସ ଆସୋସିଏସନ୍”…

ଚୀନ ସେନାରେ ଭୂକମ୍ପ : ୨ ଜେନେରାଲଙ୍କୁ ବହିଷ୍କାର

ଚୀନର ସର୍ବୋଚ୍ଚ ସାମରିକ କମାଣ୍ଡରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ କେନ୍ଦ୍ରୀୟ ସାମରିକ କମିଶନ (ସିଏମସି)ରୁ ଦୁଇ ବରିଷ୍ଠ ଅଧିକାରୀ…

ନେପାଳ ପାଇଁ ପୁରୀ ବେଳାଭୂମିରେ ପ୍ରାର୍ଥନା! ବାଲୁକା କଳାରେ ସୁଦର୍ଶନଙ୍କ ମାନବିକତାର ବାର୍ତ୍ତା

ନେପାଳରେ ବନ୍ୟା ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ ବ୍ୟଥିତ କରିଥିବାବେଳେ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା…

ଆମେରିକା ପ୍ରଥମ ମହାକାଶ ଏକାଡେମୀ ପ୍ରତିଷ୍ଠା କରିବ : ଦିଆଯିବ ତାଲିମ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରଥମ ଆମେରିକୀୟ ମହାକାଶ ଏକାଡେମୀ ଡିଜାଇନ୍ କରିବା ପାଇଁ ଏକ କମିସନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି…

ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମୋକଦ୍ଦମା, ସାକ୍ଷ୍ୟ ଗ୍ରହଣ ଶେଷ

ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ବିଧାୟକ କେ.ଅନୀଲ କୁମାରଙ୍କ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। କେ.ଅନୀଲ କୁମାରଙ୍କୁ  ଆବେଦନକାରୀଙ୍କ ତରଫରୁ ଜେରା କରାଯାଇଥିଲା  ବ୍ରହ୍ମପୁର…

ନୋ-ବଲ୍‌ରେ ଫିକ୍ସିଂ! ଲର୍ଡ୍ସ କାଣ୍ଡରେ ଫସିଥିଲେ ଆମିର , ଆସିଫ୍ ଓ ସଲମାନ ବଟ୍

କ୍ରିକେଟ୍ ଇତିହାସର ସବୁଠୁ ବଡ଼ କଳଙ୍କ ମଧ୍ୟରୁ ଗୋଟିଏ… ଲର୍ଡ୍ସ ସ୍ପଟ୍-ଫିକ୍ସିଂ କାଣ୍ଡ । ଯେଉଁ ଘଟଣା କେବଳ ପାକିସ୍ତାନ କ୍ରିକେଟ୍‌କୁ ନୁହେଁ, ସାରା ବିଶ୍ୱ କ୍ରିକେଟ୍‌କୁ…

ଜିମ୍‌ରୁ ବାହାରୁଥିଲେ, ଗୁଳିରେ ଚାଲିଗଲା ଜୀବନ ; ହରିୟାଣଭୀ ଗାୟକ ଅଙ୍କିତ ବାଲିୟାନଙ୍କୁ ହତ୍ୟା

ଶାମଲୀରେ ହରିୟାଣଭୀ ଗାୟକଙ୍କୁ ଗୁଳିମାଡ଼ । ଜିମ୍‌ରୁ ବାହାରିବା ବେଳେ ଅଙ୍କିତ ବାଲିୟାନଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ଗୁଳିମାଡ଼ରେ ଗାୟକଙ୍କ ମୃତ୍ୟୁ ହୋଇଥିବା ବେଳେ…

ଲର୍ଡ୍ସ ଟେଷ୍ଟରେ ବଡ଼ ବିବାଦ , ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ PCBର ଆପତ୍ତି

ଲର୍ଡ୍ସ ଟେଷ୍ଟରେ କ୍ରିକେଟ୍‌ଠାରୁ ବଡ଼ ହେଲା ବିବାଦ । ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ସ୍କାଏ ସ୍ପୋର୍ଟସ ମଧ୍ୟରେ ମୁହାଁମୁହିଁ…

ଚାଉଳ ଅଟା ଓ ଗୁଡ଼ରେ ବନାନ୍ତୁ ନେପାଳୀ ମିଠା ‘ୟୋମାରୀ’, ଚିନି ବିନା ଲାଗିବ ଜବରଦସ୍ତ ସ୍ୱାଦ

ଚାଉଳ ଅଟା ଓ ଗୁଡ଼ରୁ ପ୍ରସ୍ତୁତ କରନ୍ତୁ ନେପାଳର ପାରମ୍ପରିକ ମିଠା ‘ୟୋମାରୀ’ । ଚିନି ବିନା ତିଆରି ହେଉଥିବା ଏହି ସ୍ୱାଦିଷ୍ଟ ମିଠା ଏବେ ଘରେ…

୧୯୭୩ରେ PoK ଫେରାଇ ଆଣିବାର ଥିଲା ସୁଯୋଗ! ଦିଲ୍ଲୀ ଚୁକ୍ତିକୁ ନେଇ ନୂଆ ଚର୍ଚ୍ଚା

୧୯୭୩ ମସିହାର ସେହି ଦିନ… ଭାରତ ପାଖରେ ଥିଲା କି ପାକିସ୍ତାନ ଅଧିକୃତ କାଶ୍ମୀର, ଅର୍ଥାତ୍ PoKକୁ ନେଇ ବଡ଼ ସୁଯୋଗ? ଅଗଷ୍ଟ ୨୮ ତାରିଖର ଦିଲ୍ଲୀ…

ଦାଦାବଟି ଓ ଚୋରି ମାମଲାରେ ବଡ଼ ଆକ୍ସନ୍, ଜୟପୁରରେ ୯ ଅଭିଯୁକ୍ତ ଗିରଫ

ଦାଦାବଟି ଆଦାୟ ଓ ଚୋରି ଘଟଣାରେ ଜୟପୁର ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ଜୟପୁର ଟାଉନ ଥାନା…

ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା , ମୁଣ୍ଡଳୀରେ ୬.୫ ଲକ୍ଷ କ୍ୟୁସେକ୍ ଜଳ

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା । ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ…